କନ୍ଧମାଳ ଜିଲ୍ଲାର ବଣ ଜଙ୍ଗଲ ଭିତରେ ରହିଛି ଏହି ରହସ୍ୟମୟ ପାହାଡ, ଜାଣନ୍ତୁ ଏହାର କମ୍ବଦନ୍ତି
କନ୍ଧମାଳ(କେନ୍ୟୁଜ): କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ୍ ବଲସକୁମ୍ପା ଗ୍ରାମପଚାଁୟତ ଖେତାପାଜୁ ଗ୍ରାମ ଗଗଡବାଡି ଠାରେ ରହିଛି ଏକ ରହସ୍ୟମୟ ପାହାଡ । ଯାହାକି ଫୁଲବାଣୀ ଠାରୁ ମାତ୍ର ଦଶ କିଲୋମିଟର ଦୁରରେ ଅବସ୍ଥିତ । ବଣ ଜଙ୍ଗଲ ଘେରା ମଧ୍ୟରେ ରହିଛି ଏହି ରହସ୍ୟମୟ ପାହାଡଟି । ଏହି ପାହଡଟିର ଆକୃତି ଯେପରି ରହିଛି ଯିଏ ବି ଦେଖିଲେ ଭାବିବ ପଥର ଉପରେ ପଥର ରଖାଯାଇଛି ।
ଦେଖନ୍ତୁ କେମିତି ଥାକ ଥାକ ହୋଇ ରହିଛି ବିରାଟକାୟ ପଥର…
Read More...