ସୁରୁଖୁରୁରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ : ହାରାହାରି ମତଦାନ ୫୯.୭୧ ପ୍ରତିଶତ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ
ସୁରୁଖୁରୁରେ ସରିଲା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସଂଧ୍ୟା ୬ଟାରେ ଶେଷ ହୋଇଛି । ଏହା ସହ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ଇଭିଏମରେ ସିଲ ହୋଇଛି । ହାରାହାରି ୫୯.୭୧ ପ୍ରତିଶତ ମତଦାନ ହୋଇଛି ।
ତାମିଲନାଡୁର ସମସ୍ତ ୩୯ଟି ଯାକ ଲୋକସଭା ଆସନ ସହ ଅରୁଣାଚଳ ପ୍ରଦେଶର ସମସ୍ତ ୬୦ଟି ବିଧାନସଭା ଓ ତ୍ରିପୁରାର ସମସ୍ତ ୩୨ଟି ବିଧାନସଭା ଆସନ ପାଇଁ ସରିଛି ମତଦାନ । ତ୍ରିପୁରାରେ…
Read More...