୩୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ GST ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ
ପୁରୀ(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ପୁରୀ CTO ଓ GST ଅଧିକାରୀ । GST ଅଧିକାରୀ ମାନସ ରଞ୍ଜନ ବେହେରା ୩୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଧରିଛି । ଜଣେ ଗାଡି ମାଲିକଙ୍କ ଠାରୁ ଜବତ ଗାଡ଼ି ମାନସ ଛାଡିବା ପାଇଁ ଟଙ୍କା ନେଇଥିଲେ। ପୁରୀ ଜିଲ୍ଲା ସ୍କୁଲ ଆଗରୁ ଧରିଲା ଭିଜିଲାନ୍ସ ।
ଅଭିଯୋଗକାରୀ ଜଣକ ଗତ ୧୯ ମାର୍ଚ୍ଚରେ ସରକାରୀ ନିୟମ ମୁତାବକ ୭୯ ହଜାର ୨୦୦ ଟଙ୍କାର ଜିଏସ୍ଟି ଜୋରିମାନା ପୈଠ କରି ସାରିଥିଲେ…
Read More...