ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

mesha

ମେଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ତରବରିଆ ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।brushaବୃଷ: ସକାଳୁ ଉଠି ମହାଦେବଙ୍କ ସ୍ମରଣ କରନ୍ତୁ । ମନ୍ଦିର ନଯାଇ ପାରୁଥିବାରୁ ଘରେ ହିଁ ଧ୍ୟାନ କରନ୍ତୁ । ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।

mithunaମିଥୁନ: ମନ ପ୍ରଫୁଲ୍ଲିତ ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରନ୍ତୁ ।

karkataକର୍କଟ: ବନ୍ଧୁଙ୍କ ସହ ସାମାନ୍ୟ ମତାନ୍ତର ହୋଇପାରେ। ଆର୍ଥିକ ସ୍ୱଛଳ ରହିବ।  ଘରୋଇ  ବ୍ୟସ୍ତତା ଭିତରେ ଦିନଟି କଟିବ।

singhaସିଂହ: ଆଜି ଆପଣ ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ଭଗବାନଙ୍କ ଠାରେ ଧ୍ୟାନ ରଖନ୍ତୁ । ଦିନଟି ଆପଣଙ୍କର ଭଲରେ କଟିବ ।

 

kanyaକନ୍ୟା: ହନୁମାନଙ୍କ ନିକଟରେ ଧ୍ୟାନ କରନ୍ତୁ | ହନୁମାନ ଚାଳିଶା ପାଠ କରନ୍ତୁ | ବଜରଙ୍ଗ ଵାଲୀଙ୍କ ଆଶୀର୍ବାଦ ଲାଭ ହେବ

 

tulaaତୁଳା: ଶରୀର ଫୂର୍ତ୍ତି ରହିବ। ମାନ-ସମ୍ମାନ ମିଳିବ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

bichhaବିଚ୍ଛା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଶରୀର ଉପରେ ବିଶେଷ ନଜର ଦିଅନ୍ତୁ

dhanuଧନୁ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ।

makaraମକର: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

kumbhaକୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

minaମୀନ: ଦିନଟି ଭଲରେ କଟିବ। ଛାତ୍ର ଛାତ୍ରୀ ମାନେ ପାଠ ପଢାକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

Leave A Reply

Your email address will not be published.