Categories: ରାଶିଫଳ

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : ଥଣ୍ଡା ଏବଂ ପେଟ ଜନିତ ସମସ୍ୟା ଦେଖାଦେଇପାରେ । ମା’ଙ୍କ ସହ ଥିବା ମତଭେଦ ଦୂର ହୋଇଯିବ । ଦିନଟିକୁ ଅଧିକ ସୁନ୍ଦର କରିବା ପାଇଁ ସୁନ୍ଦରକାଣ୍ଡ ପାଠ କରନ୍ତୁ ।

ବୃଷ : ପଡୋଶୀଙ୍କ ସହ ଥିବା ବିବାଦକୁ ସାମ୍ନାକୁ ଆଣନ୍ତୁ ନାହିଁ ଚୁପ୍ ରହି ଯାଆନ୍ତୁ । ପରକୀୟା ପ୍ରୀତି ଥିଲେ ସାମ୍ନାକୁ ଆସିଯାଇପାରେ । ବ୍ୟବସାୟରେ ବହୁତ୍ ଲାଭବାନ୍ ହୋଇପାରନ୍ତି ।

ମିଥୁନ : ସୁସ୍ବାଦୁ ଭୋଜନ କରିପାରନ୍ତି । ନିଶାଦ୍ରବ୍ୟ ଅଭ୍ୟାସ ଥିଲେ ସ୍ବାସ୍ଥ୍ୟ ଖରାପ କରିପାରେ । ଥଣ୍ଡା ଏବଂ ଗ୍ୟାସ୍ ଜନିତ ସମସ୍ୟା ଦେଖାଦେଇପାରେ । ବୈବାହିକ ଜୀବନରେ ଝଡ ଦେଖଦେଇପାରେ ।

କର୍କଟ : ମନ ବହୁତ ଅସ୍ଥିର ରହିବ । ପାଖରେ ଥିବା ଅର୍ଥକୁ ବ୍ୟାଙ୍କରେ ଜମା କରିଦିଅନ୍ତୁ । ଦ୍ବନ୍ଦ୍ବରେ ରହିବେ । ଠିକ୍ ଭାବରେ ନିଷ୍ପତ୍ତି ନେଇପାରିବେନି ।

ସିଂହ :  ଜମି ଏବଂ ଗାଡି କିଣିବା ପାଇଁ ଆଜି ଦିନଟି ଶୁଭ ରହିବ । ଦିନଟି ଖୁବ୍ ମଙ୍ଗଳମୟ ରହିଛି । ଶୁଭ ଦିଗରେ ଅର୍ଥ ଖର୍ଚ୍ଚ ହୋଇପାରେ ।

କନ୍ୟା : ଦିନଟି ମଧ୍ୟମ ଧରଣର ରହିଛି । ଅର୍ଥାଗମ ହୋଇପାରେ । ପଡୋଶୀ ମାନଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇପାରନ୍ତି ।

ତୁଳା : ହଠାତ୍ ଘରକୁ ବନ୍ଧୁ ଆସିପାରନ୍ତି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଭଲ ରହିବ । ପଡୋଶୀଙ୍କ ସହ ସମ୍ପର୍କ ଭଲ ରଖନ୍ତୁ ।

ବିଛା : ଟେନସନରେ ରହିବେ । ଦୂରସ୍ଥାନକୁ ଯାତ୍ରା କରିବା ସହ ନୂଆ ଗାଡି କିଣିପାରନ୍ତି ।

ଧନୁ : ଆଖି ଜନିତ ସମସ୍ୟା ଭୋଗିପାରନ୍ତି । ଧର୍ମକୁ ନେଇ ମନରେ ଅବିଶ୍ବାସ ଆସିପାରେ ।

ମକର : ବିଭିନ୍ନ କ୍ଷେତ୍ରରେ ଲାଭବାନ୍ ହେବେ । ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇପାରେ ।

କୁମ୍ଭ : ଲାଲ୍ ଲଙ୍କା ଆଦୌ ଖାଆନ୍ତୁ ନାହିଁ, ସ୍ବାସ୍ଥ୍ୟ ଖରାପ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ପାଇପାରନ୍ତି । କିଛି ଖୁସିଖବର ପାଇପାରନ୍ତି ।

ମୀନ : ବିଦ୍ୟାର୍ଥୀମାନେ ପାଠପଢାକୁ ନେଇ ଟେନସନରେ ରହିବେ । ଯାହା ବି କରୁଛନ୍ତି ଭାବିଚିନ୍ତି କରନ୍ତୁ । ଦୂରଯାତ୍ରା କରିପାରନ୍ତି ।

KNews Bureau

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

5 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

6 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

24 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

49 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

53 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

56 mins ago