Categories: ରାଶିଫଳ

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଯଦି ଔଷଧ ଖାଉଛନ୍ତି ତେବେ ସତର୍କ ରୁହନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ବି ମେଡିସିନ୍ ନିଅନ୍ତୁ ନାହିଁ । ଦିନକୁ ଅଧିକ ସୁନ୍ଦର କରିବା ପାଇଁ ଏକ ଛୁରୀ ମନ୍ଦିରରେ ଦିଅନ୍ତୁ ।

ବୃଷ : ଅଯଥା ଚିନ୍ତା ମନକୁ ଆସିପାରେ । ଅଧିକ ଚିନ୍ତା କରି ନିଜକୁ ନିଜେ କଷ୍ଟ ଦେଇପାରନ୍ତି । ଅଯଥା କଥାରେ କ୍ରୋଧ କରି ନିଜେ ନିଜର ଶତ୍ରୁ ପାଲିଟିଯିବେ ।

ମିଥୁନ : ପରିଶ୍ରମର ଫଳ ପାଇବେ । ଶତ୍ରୁଙ୍କଠୁ ଲାଭବାନ୍ ରହିବେ । ଦିନଟି ଶୁଭ ରହିଛି ।

କର୍କଟ : ନୂଆ ବସ୍ତ୍ର ପିନ୍ଧିପାରନ୍ତି । ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଯେଉଁ କାର‌୍ୟ୍ୟ କରୁଛନ୍ତି ତେବେ ପ୍ଲାନ୍ କରି କରନ୍ତୁ ।

ସିଂହ :  ଖୁବ୍ ଶୁଭରେ କଟିବ ଦିନ । ଲଭ୍ ଲାଇଫ୍ ଖୁସିରେ କଟିବ ।

କନ୍ୟା : ବ୍ୟବସାୟୀ ଲାଭବାନ୍ ହେବେ । ଆର୍ଥିକ ଅବସ୍ଥା ଖୁବ୍ ଭଲ ରହିବ ।

ତୁଳା : ଧନପ୍ରାପ୍ତିର ଯୋଗ ରହିଛି । ପାରିବାରିକ ସମ୍ପର୍କ ଭଲ ରହିବ । ଦୂରଯାତ୍ରା କରିପାରନ୍ତି । କେହି ନିଜ ଲୋକ ଛାଡି ଯାଇପାରନ୍ତି ।

ବିଛା : ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି । କଳାକ୍ଷେତ୍ରରେ ଥିଲେ ସଫଳତା ପାଇପାରନ୍ତି ।

ଧନୁ : ଆଜି ଆପଣଙ୍କ ଭାବପ୍ରବଣତାକୁ କେହି ବୁଝିପାରିବେନି । କିଛି କମ୍ପ୍ରମାଇଜ୍ କରିପାରନ୍ତି । କୌଣସି କଥାରେ ମନ ଭିତରେ ରଖି କଷ୍ଟ ପାଇପାରନ୍ତି ।

ମକର : ଅର୍ଥାଗମ ହୋଇପାରେ । କିନ୍ତୁ ତାକୁ ବେଶୀ ସମୟ ପାଖରେ ରଖିପାରିବେ ନାହିଁ ।

କୁମ୍ଭ : ବିନା ହେଲମେଟରେ ବାହାରକୁ ଯାଆନ୍ତୁ ନାହିଁ । ଧନପ୍ରାପ୍ତି ହୋଇପାରେ । ନିଜ କଥାରେ ପ୍ରଭାବିତ କରି ଅନ୍ୟଠୁ ଟଙ୍କା ଆଣିପାରନ୍ତି । ମିଛ କହୁଥିଲେ ଧରାପଡିଯିବେ ।

ମୀନ : କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ସହ ପଦୋନ୍ନତି ହୋଇପାରେ ।

KNews Bureau

Recent Posts

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

15 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

36 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

58 mins ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

1 hour ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

1 hour ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

1 hour ago