ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

 ମେଷ :ଶିକ୍ଷା କ୍ଷେତ୍ରରେ ବିଫଳତା ଦେଖାଦେଇପାରେ। ଘରବାଡ଼ି କର୍ମରେ କିଛି ମାତ୍ରରେ ବିବାଦ ହୋଇପାରେ। ତୈଳ ବୈବସାୟୀଙ୍କ ପାଇଁ ଦିନଟି ଶୁଭ।

https://www.youtube.com/watch?v=VRuiaqJsfVQ

ବୃଷ : ଦିନଟି ଶୁଭ ରହିବ। ଟ୍ରାନ୍ସପୋର୍ଟ ପାଠ ବା ବୈବସାୟରେ ନିୟୋଜିତ ଥିବା ବ୍ଯକ୍ତିଙ୍କୁ ସୁଫଳ ମିଳିବ।

https://www.youtube.com/watch?v=juHmLqJqrsw

ମିଥୁନ : ବିଦ୍ଯାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ବାଦ ବିବାଦ ଠାରୁ ଦୂରେଇ ରୁହନ୍ତି। ଦିନଟି ମଙ୍ଗଳମୟ ରହିବ।

https://www.youtube.com/watch?v=nxMl8lfOfYA

କର୍କଟ : ଆଜି ଗଜକେଶରୀ ଯୋଗ ରହିଛି। ଦୀର୍ଘାୟୁ ହେବା ସହ ବାଲ୍ଯ ରିଷ୍ଟ ଦୂର ହେବ।

https://www.youtube.com/watch?v=qhOnn2YPRao

ସିଂହ: ସ୍ଥଗିତ ଅର୍ଥ ପ୍ରାପ୍ତ ମିଳିବ। କୋଟକଚେରୀ ମାମଲାରେ ସୁଫଳ ମିଳିବ। ଦିନଟି ଭଲ ଯିବ।

https://www.youtube.com/watch?v=LNWOVYmqxyo

କନ୍ଯା : ଧନ ହାନି ହୋଇପାରେ। କିଛି ବଡ଼ ଧରଣର ରାଜଯୋଗ ସ୍‌ଷ୍ଟି ହୋଇପାରେ।

https://www.youtube.com/watch?v=5KD5Csc68MM

ତୁଳା : ବିଦେଶ ଯାତ୍ରାର ସମ୍ବାବନା ରହିଛି। ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ।

https://www.youtube.com/watch?v=x3YmN–UiiA

ବିଛା : ଦିନଟି ଭଲରେ ଯିବ। କିଛିଟା ଅଭାବ ଘଟିବାରେ । କଳହ ଦେଖାଦେଇପାରେ।

https://www.youtube.com/watch?v=Vf3uEv0c7Qw

ଧନୁ: ଅଧ୍ୟାପନା ପାଇଁ ଚେଷ୍ଟା କରୁଥିବା ବ୍ଯକ୍ତିଙ୍କ ପାଇଁ ଦିନଟି ଭଲ। ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ।

https://www.youtube.com/watch?v=T-ztHMSO_gM

ମକର : ଆଜି ଆଳସ୍ଯ ଅନୁଭବ କରିପାରନ୍ତି। ନିରବ ରହିବାକୁ ଚେଷ୍ଟା କରନ୍ତୁ। ଦିନଟି ଅଧିକ ଶୁଭ ବା ଅଶୁଭ ହେବ ନାହିଁ।

https://www.youtube.com/watch?v=MaYO9IY0p-E

କୁମ୍ଭ : କନ୍ଯା ଦୋଷରୁ ମୁକ୍ତି ମିଳିବ। ଜାତକ ଦୋଷ ନିବାରଣ ହେବ । ଦିନଟି ଭଲ ଯିବ।

https://www.youtube.com/watch?v=AWmjW401jZQ

ମୀନ :ରାଜଯୋଗ ରହିଛି । ସ୍ବାସ୍ଥ୍ଯଗତ ସମସ୍ଯା ଦେଖାଦେଇପାରେ। କୌଣସି ପ୍ରକାର ପ୍ରୀଡ଼ାରୁ ମୁକ୍ତି ପାଇଁ ବ୍‌ହସ୍ପତିଙ୍କ ମନ୍ତ୍ର ଜାପ କରନ୍ତୁ।

https://www.youtube.com/watch?v=SZRFQMQVOgE