Categories: ରାଶିଫଳ

ପଢନ୍ତୁ ଆଜିର ଭାଗ୍ଯ !

ମେଷ :  ଦିନଟି ସୌଭାଗରେ ବିତିବ। ମାମୁଁ ଘର ସଂପର୍କରେ କୌଣସି ପ୍ରକାର ତିକ୍ତତା ଆସିପାରେ।

ବୃଷ :  ଦିନଟି ବ୍ଯସ୍ଥତା ବା ଅସ୍ଥିରତା ମଧ୍ୟରେ ବିତିବ। ଖର୍ଚ୍ଚାନ୍ତ କରି ଅନୁତାପ କରିପାରନ୍ତି। କାର୍ଯ୍ଯବହୁଳତା ଦେଖାଦେବ।

ମିଥୁନ : ଦିନଟି ଶାନ୍ତିରେ ବିତିବ। ବନ୍ଧୁ ମିଳନ ହୋଇପାରେ । ଲାଭାନ୍ବିତ ହୋଇପାରନ୍ତି। ଆମୋଦପ୍ରମୋଦର ବାତାବରଣ ଦେଖାଦେଇପାରେ।

କର୍କଟ :  ସମ୍ନାନିତ ହୋଇପାରନ୍ତି। ରୋଷେଇ ଘରେ କୌଣସି ପ୍ରକାରର ଦୁର୍ଘଟଣା ହୋଇପାରେ।

ସିଂହ : କିଛି ଦେଖାଣିଆ କାର୍ଯ୍ଯ କରିପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି। କିଛି ସୁସମ୍ବାଦ ପାଇ ପାରନ୍ତି।

କନ୍ୟା : ଦିନଟି ମଧ୍ୟମ ଧରଣର ରହିବ। ମନ ଚଞ୍ଚଳ ହୋଇପାରେ। ହଠାତ୍ ଦୂରଯାତ୍ରା କରିପାରନ୍ତି।

ତୁଳା : ମଧ୍ୟମ ଧରଣର ଦିନ ବିତିବ । କିଛି ଶୁଭ ଫଳ ମିଳିପାରେ।

ବିଛା : ଦିନଟି ଭଲରେ ବିତିବ। ବନ୍ଧୁ ମିଳନ ସହ ଅର୍ଥା ଗମନ ହୋଇପାରେ। ପ୍ରଶଂସିତ ହୋଇପାରନ୍ତି।

ଧନୁ : ସମସ୍ତ ଦିଗରୁ ଭଲରେ ବିତିବ। ସମସ୍ତ କାର୍ଯ୍ଯକୁ ସୁଚାରୁ ରୁପେ ଶେଷ କରିବେ। ପ୍ରଶଂସିତ ହେବେ।

ମକର :  ପରିବାରିକ ତିକ୍ତତା ଦେଖାଦେଇପାରେ। ବାକ୍ ନିୟନ୍ତ୍ରଣ କରନ୍ତୁ।

କୁମ୍ଭ : ଏତେତା ଭଲରେ ବିତିବ ନାହିଁ । ଅଯଥା ସମାଲୋଚିତ ହୋଇପାରନ୍ତି। ଏଣୁ ତିକ୍ତତାରୁ ନିଜକୁ ଦୁରେଇ ରଖନ୍ତୁ।

ମୀନ : ପାରିବାରିକ ଏବଂ ଦାମ୍ପତ୍ଯ ଜୀବନରେ ସୁଖରେ ବିତିବ। ଶୁଭ ଫଳ ପ୍ରାପ୍ତ କରିପାରନ୍ତି।

 

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

2 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

5 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

6 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

6 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

6 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

6 hours ago