ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ । ସ୍ଥିର ମନରେ କାର‌୍ୟ୍ୟ କରନ୍ତୁ । ଭ୍ରମଣ ଯୋଗ ରହିଛି।

brushaବୃଷ : ସୁସ୍ୱାଦୁ ଭୋଜନ କରିବେ । ପରାକ୍ରମ କ୍ଷେତ୍ରରେ ଜୟ ଲାଭ କରିବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ ।

mithunaମିଥୁନ : କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ମନ ମିଳାଇ ଚଳନ୍ତୁ । ମାନସମ୍ମାନ ପ୍ରାପ୍ତି ହେବ ।

karkataକର୍କଟ : ଅହଙ୍କାର ତ୍ୟାଗ କରନ୍ତୁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ।

singhaସିଂହ : କୁଟୁମ୍ବରେ ପୀଡ଼ା ଦେଖା ଦେଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

kanyaକନ୍ୟା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

tulaaତୁଳା : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଦେଖା ଦେଇପାରେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।

bichhaବିଛା : ମନକୁ ଆୟତ୍ତରେ ରଖନ୍ତୁ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳତା ପାଇବେ ।

dhanuଧନୁ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

makaraମକର : ବିଦେଶ ଯାତ୍ରା ସଫଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପାରିବାରିକ ସମସ୍ୟା ଦୂର ହେବ ।

kumbhaକୁମ୍ଭ : ମାନସମ୍ମାନ ପ୍ରାପ୍ତି ହେବ । ବନ୍ଧୁ ମିଳନ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

minaମୀନ : ପାରିବାରିକ ସମସ୍ୟା ଦେଖାଦେବ । ସୁସ୍ୱାଦୁ ଭୋଜନ କରିବେ । ସନ୍ଦେହଭାବ ତ୍ୟାଗ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.