Categories: ରାଶିଫଳ

ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ଦିନର ପ୍ରଥମ ଭାଗରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ଉନ୍ନତି ହେବ । ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା ୮ ।

ବୃଷ : ଯେତିକି ଆୟ କରିବେ ସେତିକି ବ୍ୟୟ ମଧ୍ୟ ହେବ । ଶୁଭ ରଙ୍ଗ ସବୁଜ ଏବଂ ଶୁଭ ସଂଖ୍ୟା ୬ ।

ମିଥୁନ : କର୍ମର ପରିବର୍ତ୍ତନ ସହ ଆୟର ମଧ୍ୟ ବେଶ୍ ସୁଯୋଗ ରହିଛି । ଛୋଟ ପିଲାଙ୍କୁ କିଛି କହି ସମସ୍ୟା ମଧ୍ୟକୁ ଆସିପାରନ୍ତି । ଶୁଭ ରଙ୍ଗ ଲାଲ୍ ଏବଂ ଶୁଭ ସଂଖ୍ୟା ୯ ।

କର୍କଟ : କର୍ମକୁ ନେଇ ଚିନ୍ତାରେ ରହିବେ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୩ ।

ସିଂହ : ସମସ୍ୟାରୁ ସମ୍ପୂର୍ଣ୍ଣ ବାହାରିଆସିବେ । ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ହେବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଶୁଭ ରଙ୍ଗ ଧଳା ଏବଂ ଶୁଭ ସଂଖ୍ୟା ୨ ।

କନ୍ୟା : ଉଭୟ ମାନସିକ ଏବଂ ଶାରୀରିକ କଷ୍ଟ ପାଇପାରନ୍ତି । ସମସ୍ୟାଯୁକ୍ତ ରହିଛି ଆଜିର ଦିନ । ଶୁଭ ରଙ୍ଗ ସବୁଜ ଏବଂ ଶୁଭ ସଂଖ୍ୟା ୭ ।

ତୁଳା : ଶତ୍ରୁପିଡାରୁ ବାହାରି ଆସବେ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୩ ।

ବିଛା : ପୁରୁଣା ଶତ୍ରୁ ସାମ୍ନାକୁ ଆସିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଅଳ୍ପ କିଛି ସମସ୍ୟା ଦେଖାଦେଇପାରେ । ଚିନ୍ତାଗ୍ରସ୍ତ ରହିପାରନ୍ତି । ଶୁଭ ରଙ୍ଗ ଲାଲ୍ ଏବଂ ଶୁଭ ସଂଖ୍ୟା ୭ ।

ଧନୁ : ଖେଳାଳୀମାନଙ୍କୁ ବହୁତ ପ୍ରଶଂସା ମିଳିବ । ଏହା ସହ ମାନ ସମ୍ମାନ ପ୍ରାପ୍ତି ହେବ । ଶୁଭ ରଙ୍ଗ ଗୋଲାପୀ ଏବଂ ଶୁଭ ସଂଖ୍ୟା ୧ ।

ମକର : ଭାତ୍ରୁ କଷ୍ଟ ଯୋଗ ରହିଛି । ନୂଆ ଘର କିମ୍ବା ଗାଡି କିଣି ପାରନ୍ତି । ଶୁଭ ରଙ୍ଗ କଳା ଏବଂ ଶୁଭ ସଂଖ୍ୟା ୫ ।

କୁମ୍ଭ : ଅର୍ଥପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନଙ୍କ ଦିନଟି ଭଲ ରହିବ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୩ ।

ମୀନ : ମନରେ ରାଗ ଏବଂ କ୍ରୋଧ ଆସିପାରେ । ଖାଦ୍ୟ କଷ୍ଟ ମଧ୍ୟ ରହିଛି । ଶୁଭ ରଙ୍ଗ ବାଦାମୀ ଏବଂ ଶୁଭ ସଂଖ୍ୟା ୯ ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

13 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

27 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

42 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

52 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago