ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ବୈବାହିକ ଜୀବନରେ ମତଭେଦ ହୋଇପାରେ। ମାନସିକ ଶାନ୍ତି ଲାଗି ଆଧ୍ୟାତ୍ମିକତା ଦିଗରେ ମନ ଲଗାନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

brushaବୃଷ: ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ଘର ସଜାଇବାରେ ମନ ଲାଗିବ। ଦୀର୍ଘ ଦିନର ସ୍ଥଗିତ କାମ ପୂରା ହେବ। ପ୍ରେମରେ ସଫଳ ହେବେ।

mithunaମିଥୁନ: ମନରେ ସକରାତ୍ମକ ଭାବନା ଜ୍ରଗ୍ରତ ହେବ। ନିଜର ଧୢାନ କୌଣସି ନୂଆ କାମରେ ଲଗାଇବେ। ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା।

karkataକର୍କଟ: କିଛି ନୂଆ ବିଚାର କରିପାରନ୍ତି। ଅନ୍ୟମାନଙ୍କ ଠାରୁ ସାହାଯ୍ୟ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

singhaସି˚ହ: ଆତ୍ମ ଚିନ୍ତନରେ ଅଧିକ ସମୟ କଟିବ। ଅଫିସରେ କାମର ବୋଝ ବଢ଼ିପାରେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ ଆଲୋଚନା କରିବେ।

kanyaକନ୍ୟା: ଲାଗି ରହିଥିବା ବିବାଦର ସମାଧାନ ହେବ। କାର୍ଯ୍ୟ ପରିଚାଳନାରେ ସଫଳ ହେବେ। ବୈବାହିକ ଜୀବନରେ ମଧୁରତା ବଢ଼ିବ।

tulaaତୁଳା: କାମ ପାଇଁ ବାହାରକୁ ଯିବେ ଏବଂ ସଫଳତା ମିଳିବ। କୌଣସି ବି‌େଶଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ମିଳିବ।

bichhaବିଛା: ମନରେ ସୁନ୍ଦର ଭାବନା ଆସିବ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମିତ୍ରଙ୍କ ସହିତ କଥାବର୍ତ୍ତା ହେବେ। ଜରୁରୀ କାମ ପୂରା ହେବ।

dhanuଧନୁ: ବିଭିନ୍ନ ଲୋକଙ୍କ ସହିତ ମିଶିବେ। ବ୍ୟାବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହିଲେ ଭଲ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

makaraମକର: କ୍ୟାରିଅରରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ଆର୍ଥିକ ସ୍ଥିତି ଭଲ ରହିବ। କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମ ପାଇଁ ସୁଯୋଗ ମିଳିବ।

kumbhaକୁମ୍ଭ: ଦୀର୍ଘଦିନର ସମସ୍ୟା ସମାଧାନ ହେବ। ନିଜର କାମ ଓ ପରିଶ୍ରମ ପାଇଁ ସନ୍ତୋଷଜନକ ଫଳ ମିଳିବ। ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବା ଲାଗି ଦିନଟି ଭଲ।

minaମୀନ: ଆପଣ ଉତ୍ସାହିତ ରହିବେ। ଯୋଜନା ପ୍ରସ୍ତୁତ କରିବେ ଏବ˚ ଯୋଜନା କ୍ରିୟାନ୍ବିତ କରିବାର ମନୋଭାବରେ ରହିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.