ଜାଣନ୍ତୁ କେମିତି କଟିବ ଆଜିର ଦିନ

mesha

ମେଷ : ଆଜି ଆପଣ ନିଜ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ନିଜେ ସର୍ବଦା ସକରାତ୍ମକ ଭାବନାରେ ରୁହନ୍ତୁ।

brushaବୃଷ : କିଛି ଲୋକମାନେ ଆଜି ଆପଣଙ୍କୁ ହଇରାଣ କରିପାରନ୍ତି। ଏହିକାରଣରୁ ସତର୍କତା ଅବଲମ୍ବନ କରନ୍ତୁ।

mithunaମିଥୁନ : ଆଜି ଆପଣ ନିଜ କ୍ଷମତା ବଳରେ ପ୍ରତ୍ଯେକ ସମସ୍ଯାର ସାମ୍ନା କରିପାରିବେ। ଭାବି ଚିନ୍ତି ନିଷ୍ପତି ନିଅନ୍ତୁ।

karkataକର୍କଟ : ଆଜି ଆପଣ ନିଜ ସଂପ୍ରେଷଣ କଳାର ପ୍ରୟୋଗ କରି ନିଜ ଆଖ-ପାଖରେ ଥିବା ଲୋକମାନଙ୍କ ଚିନ୍ତା ଦୂର କରିପାରିବେ।

singhaସିଂହ : ଆପଣଙ୍କ ମାନସିକ ଚିନ୍ତା ବଢିପାରେ। ବିଶ୍ବାସ କରୁଥିବା ଲୋକମାନଙ୍କ ଠାରୁ ସାହାଯ୍ଯ ନିଅନ୍ତୁ। ସମସ୍ଯାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ।

kanyaକନ୍ୟା : ଆଜି ଆପଣ ନିଜ ସାଙ୍ଗମାନଙ୍କ ଠାରୁ ସମ୍ମାନ ପାଇବେ। କିନ୍ତୁ ସାବଧାନ ରୁହନ୍ତୁ କିଛି ସାଙ୍ଗମାନେ ମଧ୍ଯ ଆପଣଙ୍କ ସହ ଈର୍ଷା କରିପାରନ୍ତି।

tulaaତୁଳା : ଆଜି ଆପଣଙ୍କ ଦୌନିକ ଜୀବନଶୈଳୀରେ କିଛି ପରିବର୍ତ୍ତନ ଦେଖାଦେଇପାରେ। ଛୋଟ ଛୋଟ ଜିନିଷ ମଧ୍ଯ ଆପଣଙ୍କୁ ଅଧିକ ଖୁସି ଦେଇପାରିବ।

bichhaବିଛା : ଆଜି ଆପଣ କିଛି କଥାକୁ ନେଇ ଦ୍ବନ୍ଦରେ ରହିପାରନ୍ତି। ବେଳେ ବେଳେ ନିଜକୁ ଶାନ୍ତ ରଖନ୍ତୁ।

dhanuଧନୁ : ପ୍ରେରଣା ହିଁ ଆପଣଙ୍କ ମୂଳମନ୍ତ୍ର। ଆଜି ଆପଣ ଅସମ୍ଭବ କାମ ସମ୍ଭବ କରି ଦେଖାଇପାରିବେ।

makaraମକର : ଆପଣଙ୍କ ନିକଟରେ ରଚନାତ୍ମକତା ଭରି ରହିଛି। ଅଜି ହିଁ ଆପଣ ନିଜର ରଚନାତ୍ମକତାକୁ ଅଭିବ୍ଯକ୍ତ କରିପାରିବେ।

kumbhaକୁମ୍ଭ : ଆଜି ଆପଣ ନିଜ କାର୍ଯ୍ଯ କୁଶଳତା ଗୁଣ ବଢାଇପାରିବେ। ଏହା ଦ୍ବାରା ଆପଣଙ୍କୁ ଦେଖି ଲୋକମାନେ ବେଶୀ ପ୍ରଭାବିତ ହେବେ।

minaମୀନ : ଆଜି ଆପଣଙ୍କ ଘରେ ଶାନ୍ତି ଲାଗି ରହିବ। ଆଜି ଆପଣଙ୍କୁ ନିଜ ପରିଶ୍ରମର ଫଳ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.