ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : ମେଷ ରାଷିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଲାଭବାନ ରହିଛି। ଧନାଗମନର ସୁଯୋଗ ରହିଛି। ଦିନଟି ଆନନ୍ଦ ଏବଂ ଉଲ୍ଲାସରେ କଟିବ।

https://www.youtube.com/watch?v=aXlznwXIvx8

ବୃଷ : ଦୂର ଯାତ୍ରା କିମ୍ବା ବିଦେଶ ଯାତ୍ରାର ସମ୍ଭାବନା ରହିଛି। ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ମନରେ ଚଞ୍ଚଳତା ଅନୁଭବ ହେବ।

https://www.youtube.com/watch?v=-Hl84WnyfNM

ମିଥୁନ : ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ। ପାରିବାରିକ କ୍ଷେତ୍ରରେ ସୁଧାର ଆସିବ। ନିଷ୍ପତି ନେବାରେ ଦ୍ବନ୍ଦରେ ପଡିବେ।

https://www.youtube.com/watch?v=WSIpqPv7k_c

କର୍କଟ : ଦିନଟି ଚତୁଃପାର୍ଶ୍ବରୁ ଭଲ ରହିଛି। ରାଜନୀତି କ୍ଷେତ୍ରରେ ବିଘ୍ନ ଆସିପାରେ। ଦାମ୍ପତ୍ୟ ଜୀବନର କଳହକୁ ଏଡେଇ ପାରିବା।

https://www.youtube.com/watch?v=dzTl86Qt7H0

ସିଂହ : ଅରୁଚିକର ପରିସ୍ଥିତିର ଉନ୍ନତି ଆସିପାରେ। ମନରେ ଆନନ୍ଦ ଓ ଉଲ୍ଲାସ ରହିବ। ପିଲାମାନଙ୍କର ଉନ୍ନତିକୁ ନେଇ ଖୁସି ହୋଇ ପାରନ୍ତି।

https://www.youtube.com/watch?v=v7AsGU_tjlE

କନ୍ୟା : ଦିନଟି ମଧ୍ୟମ ଧରଣର କଟିବ। ସନ୍ତାନର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଖର୍ଚ୍ଚାନ୍ତର ସମ୍ମୁଖୀନ ହୋଇପାରନ୍ତି। ଶୁଭଫଳ ପ୍ରାପ୍ତି ହୋଇପାରେ।

https://www.youtube.com/watch?v=NP9cMc7nF1Q

ତୁଳା : ଦିନଟି ଭଲ ରହିଛି। ବ୍ୟବଷାୟ କ୍ଷେତ୍ରରେ ଲାଭବାନ ହେବେ।

https://www.youtube.com/watch?v=H5vk2EYHhs0

ବିଛା : ଦିନଟି ବହୁତ ଭଲ ରହିଛି। କାର‌୍ୟ୍ୟରେ ଦକ୍ଷତା ଅର୍ଜନ କରିପାରିବେ। ବାକ୍ ସଂଜମତା ରକ୍ଷା କରିପାରିବେ।

https://www.youtube.com/watch?v=iXW0ygdBp_Q

ଧନୁ : ଆଳସ୍ୟ ପରାୟଣ ହୋଇପାରନ୍ତି। ବ୍ୟବସାୟରେ ଦିନଟି ବହୁତ ଭଲ ରହିଛି।

https://www.youtube.com/watch?v=ZOqO4oNaM1c

ମକର : ଜମିଜମା କ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସ୍ରୁଷ୍ଟି ହେବ। ନିଜର ସଂଜମତା ରକ୍ଷା କରନ୍ତୁ ଶୁଭ ଫଳ ପାଇବେ।

https://www.youtube.com/watch?v=BWkLz7FbXKM

କୁମ୍ଭ : ଦିନଟି ମଧ୍ୟମ ଧରଣରେ ରହିଛି। ଶିକ୍ଷକତା କ୍ଷେତ୍ରରେ ଲାଭବାନ ହୋଇପାରନ୍ତି। ଦୂର ଯାତ୍ରାକୁ ସ୍ଥଗିତ କରିବା ଶ୍ରେୟ ସ୍ଥର ହେବେ।

https://www.youtube.com/watch?v=BWkLz7FbXKM

ମୀନ : ଦିନର ପ୍ରଥମ ଭାଗରେ ସୁସମାଚାର ପାଇପାରନ୍ତି, ଠକାମିର ଶିକାର ହୋଇପାରନ୍ତି, ନିଜର କ୍ରୋଧକୁ ଆୟତରେ ରଖନ୍ତୁ।

https://www.youtube.com/watch?v=042WIpWXmwA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like