Categories: ରାଶିଫଳ

ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ଆଜି ଆପଣ ନିଜର ଇଛାଶକ୍ତି ଏବଂ କର୍ତ୍ତବ୍ୟକୁ ନେଇ ଦ୍ବନ୍ଦରେ ରହିପାରନ୍ତି। ସମୟ ଅନୁସାରେ କାମ ପୁରା କରିବା ପାଇଁ ଧ୍ୟାପ ରଖନ୍ତୁ।

ବୃଷ : ଆଜି ଘରର ଅତ୍ୟଧିକ କାମ ପାଇଁ ଶରୀର ଅସୁସ୍ଥ ହୋଇପାରେ। ବାହାର କାମ କରିବାରେ ସାବଧାନ ରୁହନ୍ତୁ।

ମିଥୁନ : ଆଜି ଆପଣଙ୍କ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଚିନ୍ତା ନକଲେ ସବୁ କିଛି ଧୀରେ ଧୀରେ ସମାଧାନ ହୋଇଯିବ।

କର୍କଟ : ଆଜି ଆପଣ ନିଜର କର୍ତ୍ତବ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି। କୌଣସି ମନୋରଞ୍ଜନରେ ଯୋଗ ଦେବାରେ ବାଧା ଦେଖା ଦେଇପାରେ।

ସିଂହ : ଆପଣ ନିଜର କୌଶଳ ବଳରେ ଆସୁଥିବା ସମସ୍ତ ସମସ୍ୟାର ସାମ୍ନା କରିପାରିବେ।
କନ୍ୟା : ଆଜି ଅଦାଲତ ସମ୍ବନ୍ଧିତ କୌଣସି ମାମଲାର ରାୟ ଆପଣଙ୍କ ସପକ୍ଷରେ ହୋଇପାରେ। କୌଣସି ଉଚ୍ଚ ଅଧିକାରୀ ଆପଣଙ୍କ ସାଥ୍ ଦେଇପାରନ୍ତି।

ତୁଳା : ଆଜି ଆପଣଙ୍କୁ କାମ କରି ଖୁବ୍ ଥକା ଲାଗିପାରେ। ଲୋକମାନେ ଆପଣଙ୍କ ସାହାଯ୍ୟ ଲୋଡିପାରନ୍ତି। ବହୁତ ଜଲଦି ଆପଣଙ୍କ ଖରାପ ସମୟ ଚାଲିଯିବ।

ବିଛା : ଆଜି ଆପଣ ଶାନ୍ତିର ସହ କୌଣସି ନିଷ୍ପତି ନେବେ। ଘର ଏବଂ କାମ ଦୁଇଟି ମଧ୍ୟରେ କାହାକୁ ଅଣଦେଖା କରନ୍ତୁ ନାହିଁ। ବହୁତ ଜଲିଦି ସବୁ କିଛି ଠିକ ହୋଇଯିବ।

ଧନୁ : ଯଦି ଆପଣ କୌଣସି ଆଇନଗତ କାର‌୍ୟ୍ୟ କରୁଛନ୍ତି ତେବେ ନିଶ୍ଚୟ ଆପଣ ବିଜୟ ହେବେ। ଧର‌୍ୟ୍ୟର ସହ କାମ କଲେ ସବୁ କିଛି ଠିକ ହୋଇଯିବ।

ମକର : ଦୀର୍ଘ ଦିନର ଅପେକ୍ଷା ପରେ ଆଇନ ଆପଣଙ୍କ ସାଥ୍ ଦେବ।

କୁମ୍ଭ : ଦୀର୍ଘ ଦିନ ପରେ ଆଜି ଆପଣଙ୍କ ସମସ୍ୟାର ସମାଧାନ ହେବ। ବର୍ତ୍ତମାନ ଆପଣ ମାନସିକ ଏବଂ ଭାବନାତ୍ମକ ରୂପରେ ଆଗକୁ ବଢିପାରିବେ।

ମୀନ : ଆଜି ଆପଣ କୌଣସି ଝଗଡାରେ ଫସି ପାରନ୍ତି। ଶାନ୍ତିର ସହ ଝଗଡାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

4 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

21 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

34 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

43 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

46 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago