ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ: ଉପରିସ୍ଥ ଅଧିକାରୀ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ଧନଲାଭର ସୁଯୋଗ। ନିଜ ବୁଦ୍ଧିରେ ସମସ୍ୟାର ସମାଧାନ କରିନେବେ।

brushaବୃଷ: ବନ୍ଧୁ ଓ ଜୀବନସାଥୀ, ଉଭୟଙ୍କ ସହଯୋଗ ମିଳିବ। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ କ୍ଷମ ହେବେ। ଅଫିସ କାର୍ଯ୍ୟରେ ସଫଳତା ମିଳିପାରେ।

mithunaମିଥୁନ: ଆପଣଙ୍କ ଭିତରେ ଶକ୍ତି ଓ ଉତ୍ସାହ ସ˚ଚାରିତ ହେବ। ଦିନଯାକ ଆତ୍ମବିଶ୍ବାସ‌ଭରା ରହ‌ି‌େବ। ବ୍ୟାବସାୟିକ କାର୍ଯ୍ୟରେ ନୂଆ ବିଚାର କରିବେ।

karkataକର୍କଟ: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ନୂଆ କିଛି କରିବା ଲାଗି ଯୋଜନା କରିବେ। କୋର୍ଟ-କଚେରି ମାମଲାରେ ଆପଣଙ୍କ ବିଜୟ ହେବ।

singhaସି˚ହ: ବନ୍ଧୁଙ୍କ ସହଯୋଗ ମିଳିବ। ଦିକଟି ଖୁସିରେ ବିତିବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ।

kanyaକନ୍ୟା: ନିଜ କାମରେ ନିଜେ ଫଇସଲାକରି ସନ୍ତୁଷ୍ଟ ହେବେ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ଯୋଜନା ସଂପର୍କରେ କଥା ହେବେ। ବ୍ୟବସାୟରେ ଅଧିକ ଲାଭ।

tulaaତୁଳା: ଛୋଟ ନିଷ୍ପତ୍ତିରୁ ବଡ଼ ଫାଇଦା। ବେପାରୀବର୍ଗଙ୍କୁ ଧନଲାଭର ସୁଯୋଗ। ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ରହିବ।

bichhaବିଛା: ସକରାତ୍ମକ ଭାବନାରେ ରହନ୍ତୁ। ଶତ୍ରୁ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦଦାୟକ ରହିବ।

dhanuଧନୁ: କାମକୁ ଶେଷ କରିବାଲାଗି ଉପାୟ ମିଳିବ। ବ୍ୟବସାୟ ସମ୍ବନ୍ଧରେ ଦୂର ଯାତ୍ରା। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।

makaraମକର: ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ ବିବାଦ ଉପୁଜିପାରେ। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯାଇପାରନ୍ତି।

kumbhaକୁମ୍ଭ: ଠାକୁର ଦର୍ଶନ କରିବେ। ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଅନ୍ୟମାନଙ୍କୁ ସାହାଯ୍ୟ କରି ସନ୍ତୋଷ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ।

minaମୀନ: ପରିବାରରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ନୂଆ କିଛି ଆରମ୍ଭ କରିବାକୁ ଆଗ୍ରୀ ହେବେ। ପାରିବାରିକ ଜୀବନରେ ସୁଖ-ଶାନ୍ତି।