ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ଦିନଟି ପ୍ରାୟପ୍ରାୟ ମଙ୍ଗଳମୟ ରହିବ। ପରିବାର ମଧ୍ୟରେ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ।

https://www.youtube.com/watch?v=BLWLW_KsPgE

ବୃଷ :  ଆଜି ସମସ୍ତ ଦିଗରୁ ଶୁଭଫଳ ମିଳିବ। ପୁରସ୍କାର ମିଳିପାରେ। ପୂର୍ବ ପରିଶ୍ରମର ଫଳ ମିଳିବ।

https://www.youtube.com/watch?v=n8UH02Wui3o

ମିଥୁନ : ଅନେକ କାର୍ଯ୍ଯକୁ ଠିକ୍ ହେବ। ସନ୍ତାନକୁ ନେଇ କିଛି ଚିନ୍ତିତ ହୋଇପାରନ୍ତି। ଅର୍ଥ ବିନିଯୋଗ କରିଥିବା ବ୍ଯକ୍ତିଙ୍କ ପାଇଁ ମାନ୍ଦା

ପରିସ୍ଥିତି।

https://www.youtube.com/watch?v=lnfftJno0nM

କର୍କଟ :  ଦିନଟି ମଧ୍ୟମଧରଣର ରହିବ। ପାରିବାରିକ କଳହ ଦେଖାଦେଇପାରେ।

https://www.youtube.com/watch?v=ksvazKspWMQ

ସିଂହ : ଭଲ ଫଳ ମିଳିବ। ଶରୀର ପୀଡ଼ାର ସମ୍ମୁଖୀନ କରିପାରନ୍ତି। କିଛି ଆଘାତ ପାଇପାରନ୍ତି।

https://www.youtube.com/watch?v=fYIzjLxtWpM

କନ୍ୟା : ଦିନଟି ବହୁତ ଭଲ ବିତିବ। ଶିକ୍ଷାନୁଷ୍ଠାନରେ କାର୍ଯ୍ଯରତ ବ୍ଯକ୍ତି ପ୍ରଶଂସନୀୟ ହୋଇପାରନ୍ତି।

https://www.youtube.com/watch?v=r96LYKaLp1A

ତୁଳା : ଦିନଟି ଏକପ୍ରକାର ଭଲରେ ବିତିବ। କିଛି ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ। ବ୍ଯବସାୟ ମଧ୍ୟ ବାଧାପ୍ରାପ୍ତ ହୋଇପାରେ।

https://www.youtube.com/watch?v=KTKavpsyg8E

ବିଛା : ଦିନଟି ମଙ୍ଗଳମୟ ରହିବ। କିଛିଟି କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। ବ୍ଯବସାୟୀ ସତର୍କତାର ସହ କାର୍ଯ୍ଯ କରନ୍ତୁ କିଛି କ୍ଷତି ହୋଇପାରେ।

https://www.youtube.com/watch?v=ZHuGeeax2iA

ଧନୁ : ମାନ୍ଦା ଅନୁଭବ କରିବେ। ପ୍ରେରଣାଦାୟକ କାର୍ଯ୍ଯ କରିପାରନ୍ତି। ନିଜକୁ ସମସ୍ତଙ୍କ ମଧ୍ୟରେ ସାମିଲ କରିବାକୁ ଚେଷ୍ଠା କରନ୍ତୁ।

https://www.youtube.com/watch?v=VdjxMCCppC4

ମକର : ଅନେକ ଦିଗରୁ ଲାଭବାନ ହେବେ। ଶୁଭ ଫଳ ପ୍ରାପ୍ତ ହେବ। ଛୋଟ କଥାକୁ ନେଇ ବଡ଼ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାହାବାହାନ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ।

https://www.youtube.com/watch?v=MoDpMGHumFs

କୁମ୍ଭ : ଦିନଟି ଆପଣଙ୍କ ବହୁତ ଭଲ। ଅତି ଖୁସି ହୋଇ କିଛି ଭୁଲ କରିପାରନ୍ତି। ଅର୍ଥ ନେଣଦେଣ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

https://www.youtube.com/watch?v=5c9URzpUgAw

ମୀନ : ଦିନଟି ଭଲରେ ବିତିବ। କିଛି କାର୍ଯ୍ଯ କରିବା ପାଇଁ ଇଛା ହେଲେ ମଧ୍ୟ ମାନ୍ଦା ପରିସ୍ଥିତି ଦେଖାଦେଇପାରେ।

https://www.youtube.com/watch?v=rM2kKD-AGNY

 

You might also like