ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ପରିବାରରେ ମନମିଳାଇ ଚଳନ୍ତୁ । ଧନ ପ୍ରାପ୍ତି ଓ ଭ୍ରମଣ ଯୋଗ ରହିଛି ।

brushaବୃଷ : ପରିବାରରେ ମନମିଳାଇ ଚଳନ୍ତୁ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ଚକ୍ଷୁରେ ପୀଡ଼ା ଦେଖାଦେବ ।

mithunaମିଥୁନ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରେ ଶାନ୍ତି ମିଳିବ । ବାଣୀ ନିୟନ୍ତ୍ରଣରେ ରଖିବା ସହ ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ ।

karkataକର୍କଟ : ଦୂର ଯାତ୍ରା କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ ।

singhaସିଂହ : ଆୟ ମଧ୍ୟମ ରହିବ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

kanyaକନ୍ୟା : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ । ବନ୍ଧୁ ମିଳନ ଯୋଗ ରହିଛି । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

tulaaତୁଳା : ଧନର ଆଦାନ ପ୍ରଦାନକୁ ନେଇ ଅଶାନ୍ତି ଦେଖାଦେବ । ମାନସିକ ଶାନ୍ତି ରଖନ୍ତୁ । ଦୂରଯାତ୍ରା ଯୋଗ ରହିିଛି ।

bichhaବିଛା : କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ମନ ଆୟତ୍ତରେ ରଖନ୍ତୁ । ଧର୍ମକାର୍ଯ୍ୟରେ ଯୋଗ ଦେଇ ପାରନ୍ତି ।

dhanuଧନୁ : ଧନଲାଭ ହେବା ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଚକ୍ଷୁ ପୀଡ଼ା ଦେଖାଦେବ ।

makaraମକର : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

kumbhaକୁମ୍ଭ : ଅହଂଭାବ ତ୍ୟାଗ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବିଦ୍ୟାର୍ଥୀ ବିଦ୍ୟାକ୍ଷେତ୍ରରେ ସଜାଗ ରହନ୍ତୁ ।

minaମୀନ : ପରିବାରରେ ଅଶାନ୍ତି ଦେଖା ଦେଇପାରେ । ସ୍ଥିର ମନରେ କାର୍ଯ୍ୟ କରନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

You might also like