Categories: ରାଶିଫଳ

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ : ଆଜି କୌଣସି ଆଇନଗତ ନିଷ୍ପତି ଆପଣଙ୍କ ପକ୍ଷ ହୋଇପାରେ। ବର୍ତ୍ତମାନ ଆପଣଙ୍କୁ ପରିଶ୍ରମର ଫଳ ପ୍ରାପ୍ତି ହେବ। ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ।

ବୃଷ : ଝଗଡ଼ାରୁ ଦୂରରେ ରୁହନ୍ତୁ। କାରଣ ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବା ପାଇଁ କଷ୍ଟକର ହୋଇଥାଏ। ଏହି ସମୟରେ ଆପଣ ସାବଧାନ ରୁହନ୍ତୁ।

ମିଥୁନ : ଆଜି ଆପଣଙ୍କର ଅନେକ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଯେତେ କଠିନ କାମ ହେଲେ ମଧ୍ୟ ଆପଣ ସହଜରେ ସମାଧାନ କରିପାରିବେ।

କର୍କଟ : ଆଜି କୌଣସି ଗମ୍ଭୀର ସମସ୍ୟାର ସମାଧାନ ହେବା ସହ ସଫଳତା ପ୍ରାପ୍ତି ହେବ।

ସିଂହ : କୌଣସି ଖାସ୍ ଚିନ୍ତାଧାରା ଆଜି ଆପଣଙ୍କୁ ବଦଳାଇ ପାରେ। ଲୋକମାନଙ୍କ ନିକଟରେ ପ୍ରଶଂସନୀୟ ହେବେ।

କନ୍ୟା : ଅଦାଲତ ସମ୍ବନ୍ଧିତ କୌଣସି ଘଟଣାର ନିଷ୍ପତି ଆପଣଙ୍କ ପକ୍ଷରେ ହୋଇପାରେ। କୌଣସି ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ଦ୍ବାରା ଆପଣ ଉପକୃତ ହୋଇପାରିବେ।

ତୁଳା : ଆଜି ଆପଣ ନମ୍ର ସ୍ବଭାବରେ ସମସ୍ତିଙ୍କ ମନକୁ ଜିତି ପାରିବେ। କୌଣସି ପରିସ୍ଥିତରେ ମଧ୍ୟ ଆପଣ ସମସ୍ତ ସମସ୍ୟାର ସମଧାନ କରିପାରିବେ।

ବିଛା : ଆଜି ଆପଣଙ୍କ ପ୍ରତିଯୋଗିତା ମନୋଭାବ ରହିବ। ଜୀବନର ଅନେକ କ୍ଷେତ୍ରରେ ଆପଣ ଠିକ୍ ନିଷ୍ପତି ନେଇଛନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ପରିବାରରେ ଅଧିକ ଉଗ୍ର ହୁଅନ୍ତୁ ନାହିଁ।

ଧନୁ : ଆଜି ଆପଣ ଶାରୀରିକ ଏବଂ ମାନସିକ ଉଭୟ କ୍ଷେତ୍ରରେ ସୁସ୍ଥ ରହିବେ। ଘର ହେଉ କିମ୍ବା କାର‌୍ୟ୍ୟ ସ୍ଥଳ ଆପଣଙ୍କ ଆକର୍ଷଣ ବ୍ୟକ୍ତିତ୍ବ ସମସ୍ତିଙ୍କୁ ବିମୋହିତ କରିବ।

ମକର : ଦୀର୍ଘ ଦିନର ଅପେକ୍ଷା ପରେ ଆଇନ ଆପଣଙ୍କ ସାଥ୍ ଦେବ। ଆପଣଙ୍କ ଓକିଲଙ୍କ ପରାମର୍ଶ କାର‌୍ୟ୍ୟକ୍ଷମ ହେବ। ପରିସ୍ଥିତିକୁ ବୁଝି ନିଷ୍ପତି ନିଅନ୍ତୁ।

କୁମ୍ଭ : ଆଜି ଆପଣଙ୍କ କଳା କ୍ଷେତ୍ର କୌଣସି ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିବ। ଆପଣ ଚାହୁଁଥିବା ଜିନିଷ ନିଶ୍ଚୟ ପ୍ରାପ୍ତ ହେବ।

ମୀନ : ଆଜି ଆପଣ କୌଣସି ପରିସ୍ଥିତିରେ ଆଇନଗତ ସମସ୍ୟାରୁ ମୁକ୍ତି ପାଇପାରନ୍ତି। କୌଣସି ଗଣ୍ଡଗୋଳରେ ସାମିଲ ହୋଇପାରନ୍ତି। ଯଦି ସମ୍ଭବ ହୋଇପାରେ ଏହି ସବୁ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

9 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

17 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

33 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago