ରାଶିଫଳ

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ : ଆଜି ଆପଣଙ୍କ ଦିନଟି ସାଙ୍ଗମାନଙ୍କ ସହ ଭଲରେ ବିତାଇପାରିବେ। ଏହି ସମ୍ପର୍କ ଯୋଗୁ ଭବିଷ୍ୟତରେ କୁ ଲାଭ ହେବ। ସର୍ବଦା ଏଭଳି ସମ୍ପର୍କ ରଖିବା ପାଇଁ ପ୍ରୟାସ ଜାରି ରଖନ୍ତୁ।

ବୃଷ : ଆଜି ଆପଣ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ନିଜର ଦାୟିତ୍ବ ପୂରା କରିବାରେ ଚେଷ୍ଟା ଜାରି ରଖନ୍ତୁ ।

ମିଥୁନ : ଆଜି ଆପଣ ଖୁବ୍ ଭଲ ଦେଖାଯିବେ। ନିଜ ମନ ପସନ୍ଦର ବସ୍ତ୍ର ପିନ୍ଧନ୍ତୁ। ଯଦି ଆପଣଙ୍କ ମନ ସଫା ହୋଇଥାଏତେବେ ସେହି ସୁନ୍ଧରତା ଆପଣଙ୍କ ଚେହେରାରେ ମଧ୍ୟ ଦେଖାଯିବ।

କର୍କଟ : ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଯୋଗ ଦେବେ। ସମସ୍ତଙ୍କ ସହ ଭଲ ସମ୍ପର୍କ ରହିବ।

ସିଂହ : ଆଜି ଆପଣ ନିଜର ଶାରୀରିକ ସୁନ୍ଦରତା ଉପରେ ଧ୍ୟାନ ଦେବେ ଏବଂ ନିଜ ମନ ପସନ୍ଧର ପୋଷାକ ପିନ୍ଧନ୍ତୁ। ଆପଣଙ୍କର ଏହି ନୂଆ ରୂପକୁ ଦେଖି ଲୋକମାନେ ତାରିଫ୍ କରିବେ। ଆପଣଙ୍କ ସାଥୀ ମଧ୍ୟ ଆପଣଙ୍କର ଏହି ପରିବର୍ତ୍ତନରେ ଖୁସି ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ।

କନ୍ୟା : ଆଜି ଆପଣଙ୍କ ମନ ମଜା-ମସ୍ତିରେ ରହିବ। ଆଜି ଆପଣ ଯାହା କିଛି ବି କରୁଛନ୍ତି ପୁରା ମନରୁ କରନ୍ତୁ। ଆଜି ଦିନଟି ଆପଣଙ୍କ ପାଇଁ ସବୁଦିନ ସ୍ମ୍୍‌ତି ହୋଇ ରହିବ। ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେନି ।

ତୁଳା : ଆଜି ଆପଣ ସାମାଜିକ ଗତି-ବିଧି ଉପରେ ଆକର୍ଷଣ ରହିବ। ଚିନ୍ତାକୁ ଦୂର କରନ୍ତୁ। ବର୍ତ୍ତମାନ ଆପଣ ନୂଆ ବନ୍ଦୁ କରିବା ଏବଂ ପୁରୁଣା ବନ୍ଧୁତ୍ବକୁ ମଜବୁତ୍ କରିବା ପାଇଁ ପ୍ରୟାଶ ଜାରି ରଖନ୍ତୁ।

ବିଛା : ଆଜି ଆପଣ ନିଜର ଚିନ୍ତାକୁ ଦୂର କରି ନିଜକୁ ଶାନ୍ତ ରଖନ୍ତୁ। ନିଜକୁ ବିଶ୍ରାମ ଦିଅନ୍ତୁ।

ଧନୁ : ଆପଣଙ୍କ ଦୌନିକ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରେ। ଆପଣ କୌଣସି ଉତ୍ସବରେ ଯୋଗ ଦେବା ସହ ମଜା କରିପାରିବେ।

ମକର : ଆଜି ଆପଣଙ୍କ ମନ ଏବଂ ମସ୍ତିଷ୍କ ଉଭୟ ମସ୍ତିରେ ରହିବ। କାମରେ ବିଲକୁଲ୍ ମନ ଲାଗିବ ନାହିଁ। ନିଜର କର୍ତ୍ତବ୍ୟକୁ ଧ୍ୟାନରେ ରଖିବା ପାଇଁ ଚେଷ୍ଟା କରନ୍ତୁ।

କୁମ୍ଭ : ଆଜି ଆପଣଙ୍କୁ ବାହାରକୁ ଯିବା ପାଇଁ ଇଛା ହେବ। ନିଜର ଜୀବନକୁ ନେଇ କିଛି ଚିନ୍ତା କରିପାରନ୍ତି।

ମୀନ : ଆଜି ଆପଣ ନିଜ ସାଙ୍ଗମାନଙ୍କ ସହ ସମୟ ବିତାଇବାରେ ବ୍ୟସ୍ତ ରହିବେ। ଆପଣଙ୍କ ସାଙ୍ଗ ଆପଣଙ୍କ ଘରକୁ ଆସିପାରନ୍ତି। ସାଙ୍ଗ ସହ ଦେଖା ହେବା ପରେ ଆପଣଙ୍କ ଚିନ୍ତା ଦୂର ହୋଇଯିବ।

KNews Bureau

Recent Posts

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

1 min ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

13 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

20 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

22 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

40 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago