Categories: ରାଶିଫଳ

କେମିତି କଟିବ ଆଜିର ଦିନ

ମେଷ : ଦିନର ପ୍ରଥମ ଭାଗରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ଉନ୍ନତି ହେବ ।

ବୃଷ : ଯେତିକି ଆୟ କରିବେ ସେତିକି ବ୍ୟୟ ମଧ୍ୟ ହେବ ।

ମିଥୁନ : କର୍ମର ପରିବର୍ତ୍ତନ ସହ ଆୟର ମଧ୍ୟ ବେଶ୍ ସୁଯୋଗ ରହିଛି । ଛୋଟ ପିଲାଙ୍କୁ କିଛି କହି ସମସ୍ୟା ମଧ୍ୟକୁ ଆସିପାରନ୍ତି ।

କର୍କଟ : କର୍ମକୁ ନେଇ ଚିନ୍ତାରେ ରହିବେ ।

ସିଂହ : ସମସ୍ୟାରୁ ସମ୍ପୂର୍ଣ୍ଣ ବାହାରିଆସିବେ । ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ହେବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

କନ୍ୟା : ଉଭୟ ମାନସିକ ଏବଂ ଶାରୀରିକ କଷ୍ଟ ପାଇପାରନ୍ତି । ସମସ୍ୟାଯୁକ୍ତ ରହିଛି ଆଜିର ଦିନ ।

ତୁଳା : ଶତ୍ରୁପିଡାରୁ ବାହାରି ଆସବେ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବ ।

ବିଛା : ପୁରୁଣା ଶତ୍ରୁ ସାମ୍ନାକୁ ଆସିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଅଳ୍ପ କିଛି ସମସ୍ୟା ଦେଖାଦେଇପାରେ । ଚିନ୍ତାଗ୍ରସ୍ତ ରହିପାରନ୍ତି ।

ଧନୁ : ଖେଳାଳୀମାନଙ୍କୁ ବହୁତ ପ୍ରଶଂସା ମିଳିବ । ଏହା ସହ ମାନ ସମ୍ମାନ ପ୍ରାପ୍ତି ହେବ । ମକର : ଭାତ୍ରୁ କଷ୍ଟ ଯୋଗ ରହିଛି । ନୂଆ ଘର କିମ୍ବା ଗାଡି କିଣି ପାରନ୍ତି ।

କୁମ୍ଭ : ଅର୍ଥପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନଙ୍କ ଦିନଟି ଭଲ ରହିବ ।

ମୀନ : ମନରେ ରାଗ ଏବଂ କ୍ରୋଧ ଆସିପାରେ । ଖାଦ୍ୟ କଷ୍ଟ ମଧ୍ୟ ରହିଛି ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

6 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

8 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

10 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

11 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago