Categories: ରାଶିଫଳ

ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : ଆଜି ଆପଣ ନିଜ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ନିଜେ ସର୍ବଦା ସକରାତ୍ମକ ଭାବନାରେ ରୁହନ୍ତୁ।

ବୃଷ : କିଛି ଲୋକମାନେ ଆଜି ଆପଣଙ୍କୁ ହଇରାଣ କରିପାରନ୍ତି। ଏହିକାରଣରୁ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ : ଆଜି ଆପଣ ନିଜ କ୍ଷମତା ବଳରେ ପ୍ରତ୍ଯେକ ସମସ୍ଯାର ସାମ୍ନା କରିପାରିବେ। ଭାବି ଚିନ୍ତି ନିଷ୍ପତି ନିଅନ୍ତୁ।

କର୍କଟ : ଆଜି ଆପଣ ନିଜ ସଂପ୍ରେଷଣ କଳାର ପ୍ରୟୋଗ କରି ନିଜ ଆଖ-ପାଖରେ ଥିବା ଲୋକମାନଙ୍କ ଚିନ୍ତା ଦୂର କରିପାରିବେ।

ସିଂହ : ଆପଣଙ୍କ ମାନସିକ ଚିନ୍ତା ବଢିପାରେ। ବିଶ୍ବାସ କରୁଥିବା ଲୋକମାନଙ୍କ ଠାରୁ ସାହାଯ୍ଯ ନିଅନ୍ତୁ। ସମସ୍ଯାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ।

କନ୍ୟା : ଆଜି ଆପଣ ନିଜ ସାଙ୍ଗମାନଙ୍କ ଠାରୁ ସମ୍ମାନ ପାଇବେ। କିନ୍ତୁ ସାବଧାନ ରୁହନ୍ତୁ କିଛି ସାଙ୍ଗମାନେ ମଧ୍ଯ ଆପଣଙ୍କ ସହ ଈର୍ଷା କରିପାରନ୍ତି।

ତୁଳା : ଆଜି ଆପଣଙ୍କ ଦୌନିକ ଜୀବନଶୈଳୀରେ କିଛି ପରିବର୍ତ୍ତନ ଦେଖାଦେଇପାରେ। ଛୋଟ ଛୋଟ ଜିନିଷ ମଧ୍ଯ ଆପଣଙ୍କୁ ଅଧିକ ଖୁସି ଦେଇପାରିବ।

ବିଛା : ଆଜି ଆପଣ କିଛି କଥାକୁ ନେଇ ଦ୍ବନ୍ଦରେ ରହିପାରନ୍ତି। ବେଳେ ବେଳେ ନିଜକୁ ଶାନ୍ତ ରଖନ୍ତୁ।

ଧନୁ : ପ୍ରେରଣା ହିଁ ଆପଣଙ୍କ ମୂଳମନ୍ତ୍ର। ଆଜି ଆପଣ ଅସମ୍ଭବ କାମ ସମ୍ଭବ କରି ଦେଖାଇପାରିବେ।

ମକର : ଆପଣଙ୍କ ନିକଟରେ ରଚନାତ୍ମକତା ଭରି ରହିଛି। ଅଜି ହିଁ ଆପଣ ନିଜର ରଚନାତ୍ମକତାକୁ ଅଭିବ୍ଯକ୍ତ କରିପାରିବେ।

କୁମ୍ଭ : ଆଜି ଆପଣ ନିଜ କାର୍ଯ୍ଯ କୁଶଳତା ଗୁଣ ବଢାଇପାରିବେ। ଏହା ଦ୍ବାରା ଆପଣଙ୍କୁ ଦେଖି ଲୋକମାନେ ବେଶୀ ପ୍ରଭାବିତ ହେବେ।

ମୀନ : ଆଜି ଆପଣଙ୍କ ଘରେ ଶାନ୍ତି ଲାଗି ରହିବ। ଆଜି ଆପଣଙ୍କୁ ନିଜ ପରିଶ୍ରମର ଫଳ ମିଳିବ।

KNews Bureau

Recent Posts

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

14 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

57 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago