ଆଜିର ରାଶିଫଳ: ମେଷଠାରୁ ମୀନ କେମିତି କଟିବ ଦିନ ଜାଣନ୍ତୁ
ଆଜିର ଦିନ ବହୁତ ଭଲ ରହିବ। ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ। ଦୋକାନୀମାନଙ୍କୁ ଆଜି ଆଶାଠାରୁ ଅଧିକ ଲାଭ ମିଳିବ।
![horo2](https://knewsodisha.com/wp-content/uploads/2023/02/horo2-1.jpg)
ମେଷ: ଆଜିର ଦିନ ବହୁତ ଭଲ ରହିବ। ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ। ଦୋକାନୀମାନଙ୍କୁ ଆଜି ଆଶାଠାରୁ ଅଧିକ ଲାଭ ମିଳିବ।
ବୃଷ: ଆଜିର ଦିନ ଉତ୍ତମ ରହିବ। ଆପଣଙ୍କୁ ପାରିବାରିକ ଦାୟିତ୍ୱ ମିଳିବାର ଅଛି। ଅଫିସ୍ରେ ଆରମ୍ଭ କରିଥିବା କାମ ଠିକ୍ ସମୟରେ ପୂରା ହେବ।
ମିଥୁନ: ଆଜିର ଦିନ ଭଲ। ଆଜି ଆପଣ ସବୁ ପ୍ରକାର ପରିସ୍ଥିତି ସହ ଲଢ଼ିବା ପାଇଁ ପ୍ରସ୍ତୁତ ରହିବେ। ପାରିବାରିକ ସମସ୍ୟା ଆଜି ସମାପ୍ତ ହେବ।
କର୍କଟ: ଆଜିର ଦିନ ବହୁତ ଭଲ ଦିନ ହେବାକୁ ଯାଉଛି। ଲେଣଦେଣ ମାମଲାରେ ଦୂରତା ବଜାୟ ରଖନ୍ତୁ। ଖର୍ଚ୍ଚ ବି ଆଜି ଅଧିକ ହୋଇପାରେ।
ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଅନୁକୂଳ। ବାପାଙ୍କ ସହିତ ଆପଣଙ୍କ ସମ୍ପର୍କ ଆହୁରି ଅଧିକ ମଜଭୁତ ହେବ। ପାରିବାରିକ ମାହୋଲ ସୁଖମୟ ରହିବ।
କନ୍ୟା: ଆଜି ଆପଣ ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ। ଆପଣଙ୍କର କେହି ଖାସ୍ ବନ୍ଧୁ ଆପଣଙ୍କୁ ଅଧିକ ପ୍ରୋତ୍ସାହିତ କରିବେ।
ତୁଳା: ଆପଣଙ୍କୁ ଭାଗ୍ୟ ସାଥ୍ ଦେବ। କାର୍ଯ୍ୟକ୍ଷେତ୍ରରେ ଅଟକିଥିବା ସମସ୍ତ କାମ ସହଜରେ ପୂରା ହୋଇଯିବ। କାର୍ଯ୍ୟରେ ମାଆଙ୍କ ସହଯୋଗ ମିଳିବ।
ବିଛା: ଆଜିର ଦିନ ମିଶ୍ରିତ ରହିବ। ଅଯଥା କଥାବାର୍ତ୍ତାଠାରୁ ଦୂରେଇ ରୁହନ୍ତୁ। କୌଣସି ଜିନିଷକୁ ନେଇ ଆଜି ଆପଣ ବହୁତ ଉତ୍ସାହିତ ରହିବେ।
ଧନୁ: ଆପଣଙ୍କ ପାଇଁ ଆଜିର ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ। ବସ୍ ଆପଣଙ୍କଠାରୁ କିଛି ଆଶା ରଖିବେ। ସାଥୀଙ୍କ ସହ ସମୟ ବିତାଇବା ଦ୍ୱାରା ସମ୍ପର୍କ ମଧୁର ହେବ।
ମକର: ଆଜିର ଦିନଟି ଉତ୍ତମ। ଆଜି ଆପଣ ଯୋଜନା କରିବେ ଏବଂ ଏହାକୁ ଲାଗୁ ମଧ୍ୟ କରିବେ। ଚାକିରିଆଙ୍କ ପାଇଁ ଉନ୍ନତିର ନୂଆ ରାସ୍ତା ଖୋଲିବ।
କୁମ୍ଭ: ଆଜି ଆପଣଙ୍କ ଦିନ ଭଲ ହେବ। ଜୀବନସାଥୀଙ୍କଠାରୁ କିଛି ଭଲ ଖବର ଶୁଣିବେ। ଘରେ ଖୁସିର ମାହୋଲ ରହିବ। ସ୍ୱାସ୍ଥ୍ୟ ବହୁତ ଭଲ ରହିବ।
ମୀନ: ନିଜର ଭାବନା ସକାରାତ୍ମକ ରଖନ୍ତୁ ଏବଂ ଅଯଥା କଥାରେ ପଡ଼ନ୍ତୁ ନାହିଁ। ପରିଶ୍ରମ ଦ୍ୱାରା ଉଚିତ୍ ପରିଣାମ ମିଳିବ। ପୂରା ଦିନ ବ୍ୟସ୍ତ ରହିବେ।