ରାଶିଫଳ

ଆଜି କେଉଁ ରାଶିଙ୍କର କିପରି କଟିବ ଦିନ ଜାଣନ୍ତୁ ଭାଗ୍ୟଫଳ

ମେଷ: ଆଜି ଆପଣଙ୍କ ଦିନ ଭଲ ରହିବ। ଅନ୍ୟର ସେବା କରିବାରେ ଦିନଟି ବିତିବ। ଲୋକେ ଆପଣଙ୍କଠାରୁ ପ୍ରଭାବିତ ହେବେ। ବଡ଼ ସଫଳତା ମିଳିବ।

ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ। କୌଣସି କାମରେ ତରବର ହେବେ ନାହିଁ। ଦାମ୍ପତ୍ୟ ସମ୍ପର୍କକୁ ତାଜା କରିବା ପାଇଁ ଆଜି ଦିନ ଭଲ।

ମିଥୁନ: ଆଜି ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ। ପାରିବାରିକ ସୁଖ ବଢ଼ିବ। ଅଧିକାରୀ ବର୍ଗ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ସଫଳତା ଅବଶ୍ୟ ମିଳିବ।

କର୍କଟ: ଆଜି ଆପଣଙ୍କ ଦିନ ଉତ୍ତମ ରହିବ। ସମ୍ପର୍କୀୟମାନେ ଘରକୁ ଆସିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

ସିଂହ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଯେଉଁ କାମରେ ଯାତ୍ରା କରିବେ, ସେଥିରେ ସଫଳତା ମିଳିବ। ଅଧିକାରୀ ବର୍ଗ ଆପଣଙ୍କ କାମରେ ଖୁସି ହେବେ।

କନ୍ୟା: ଆଜି ଆପଣଙ୍କୁ କୌଣସି ସାଙ୍ଗଠାରୁ ସହଯୋଗ ମିଳିବ। ଅଫିସ୍‌ରେ ମାହୋଲ ଅନୁକୂଳ ରହିବ। ସମ୍ପତ୍ତି ସହ ଜଡ଼ିତ କୌଣସି ଖୁସି ଖବର ମିଳିବ।

ତୁଳା: ଆପଣଙ୍କ ଦିନ ଭଲରେ କଟିବ। ଲଭ୍‌ମେଟ୍ସଙ୍କ ସମ୍ପର୍କରେ ଦୃଢ଼ତା ଆସିବ। ବ୍ୟବସାୟରେ ଭଲ ଆମଦାନୀ ହେବ। ଜୀବନସାଥୀଙ୍କଠାରୁ ଉପହାର ମିଳିବ।

ବିଛା: ଆପଣଙ୍କ ପାଇଁ ଦିନଟି ଭଲ। କୌଣସି କାମରେ ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ। ପରିବାରରେ ସୁଖଦ ବାତାବରଣ ରହିବ।

ଧନୁ: ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହେବେ। ମନ ସ୍ଥିର ନ ହେବା କାରଣରୁ କାର୍ଯ୍ୟକୁ ପୂରା କରିବାରେ ସମୟ ଲାଗିବ।

ମକର: ଆଜିର ଦିନ ପୂର୍ବ ଅପେକ୍ଷା ଭଲ ରହିବ। ଆଜି ଆପଣଙ୍କୁ କୌଣସି ବିଶେଷ କାମରେ ପରିବାର ଲୋକଙ୍କଠାରୁ ସହଯୋଗ ମିଳିବ। ଚାକିରିରେ ପଦୋନ୍ନତି ମିଳିବ।

କୁମ୍ଭ: ଆପଣଙ୍କ ପାଇଁ ଆଜିର ଦିନଟି ବହୁତ ଭଲ। ଭାଗ୍ୟର ସାଥ୍‌ ମିଳିବ। ପୁରୁଣା ସାଙ୍ଗ ସହ ଭେଟିବାର ମଉକା ମିଳିବ। ଶୈକ୍ଷିକ ସଂସ୍ଥାରୁ ଲାଭବାନ ହେବେ।

ମୀନ: ଜୀବନସାଥୀଙ୍କ ସହ ସମ୍ପର୍କ ଦୃଢ଼ ହେବ। କାର୍ଯ୍ୟକୁ ପୂରା କରିବାରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ପ୍ରମାଣିତ ହେବ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

14 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

23 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

58 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago