ରାଶିଫଳ

ଜାଣନ୍ତୁ ଭାଗ୍ୟଫଳ, ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ

ମେଷ: ଆଜି ଆପଣଙ୍କ ପାରିବାରିକ ସମ୍ପର୍କ ଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ସୁଖ ଆସିବ। ପ୍ରୟାସ ସଫଳ ହେବ। ଅଫିସ୍‌ ପରିବେଶ ଭଲ ରହିବ।

ବୃଷ: ଘରେ ସୁଖଦ ପରିବେଶ ରହିବ। ଆର୍ଥିକ ଲାଭର ସୁଯୋଗ ରହିଛି। ଭାଗ୍ୟ ପୂରା ସାଥ୍‌ ଦେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ। ସାଥୀଙ୍କ ସହ ସମ୍ପର୍କ ଭଲ ରହିବ।

ମିଥୁନ: ଆଜି ଅଫିସ୍ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାରେ ସଫଳ ହେବେ। ଭାଇ-ଭଉଣୀଙ୍କ ସମ୍ପର୍କ ମଧୁର ହେବ। ଆଜି ହଠାତ୍ ସମ୍ପର୍କୀୟଙ୍କ ଘରକୁ ଯିବାକୁ ପଡିପାରେ।

କର୍କଟ: ଅଫିସ୍ କାମରେ ବ୍ୟସ୍ତ ରହିବେ, ଯେଉଁ କାରଣରୁ ଟିକେ କ୍ଳାନ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଦିନଟି ବହୁତ ଭଲ।

ସିଂହ: ଆଜି ଆପଣଙ୍କ ମନ ଖୁସି ରହିବ। ମା’, ବାପାଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଦିନଟି ଲାଭଦାୟକ ହେବ। ବିବାହ ପ୍ରସ୍ତାବ ଆସିପାରେ।

କନ୍ୟା: ଅଫିସରେ ସମସ୍ତଙ୍କ ସହ ଉତ୍ତମ ସମନ୍ୱୟ ରହିବ। ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ପୁରୁଣା ବନ୍ଧୁଙ୍କୁ ଭେଟିବେ। ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହେବେ।

ତୁଳା: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କାହା ଉପରେ ଅଧିକ ବିଶ୍ୱାସ କରନ୍ତୁ ନାହିଁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ପାରିବାରିକ ପରିବେଶ ସୁଖଦ ହେବ।

ବିଛା: ନୂତନ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବେ। ଅତିଥିମାନେ ଘରକୁ ଆସିବେ। ଧାର୍ମିକ ଯାତ୍ରା କରିବାକୁ ଆଗ୍ରହୀ ହେବେ।

ଧନୁ: ଆର୍ଥିକ ଦିଗ ଦୃଢ଼ ହେବ। ଛାତ୍ରମାନେ ଶିକ୍ଷକମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ସନ୍ତାନ ପାର୍ଶ୍ୱରୁ ଭଲ ଖବର ଶୁଣିବାକୁ ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହ ସମୟ କାଟିବେ।

ମକର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବୃଦ୍ଧି ପାଇବ। ପୁରୁଣା ସାଙ୍ଗଙ୍କୁ ଭେଟିବେ। ସହକର୍ମୀମାନେ କାର୍ଯ୍ୟରେ ସାହାଯ୍ୟ କରିବେ। ମହିଳାମାନଙ୍କ ପାଇଁ ଦିନଟି ଭଲ।

କୁମ୍ଭ: ଛାତ୍ରମାନଙ୍କ କ୍ୟାରିୟରରେ ନୂତନ ପରିବର୍ତ୍ତନ ଆସିବ। ହଠାତ୍ ମୁଦ୍ରା ଲାଭର ସମ୍ଭାବନା ରହିଛି। ପ୍ରେମୀଯୁଗଳଙ୍କ ମଧ୍ୟରେ ଚାଲିଥିବା ମତଭେଦ ଦୂର ହେବ।

ମୀନ: କୌଣସି ବିଶେଷ କାର୍ଯ୍ୟରେ ଅଭିଜ୍ଞ ଲୋକଙ୍କଠାରୁ ସାହାଯ୍ୟ ପାଇବେ। ପରିବାର ସହ ମିଶି ଚଳଚ୍ଚିତ୍ର ଦେଖିପାରନ୍ତି। ଟଙ୍କା କାରବାର ସମୟରେ ସାବଧାନ ରୁହନ୍ତୁ।

Roshni

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

5 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

14 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

16 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

23 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

49 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

58 mins ago