ରାଶିଫଳ

ରାଶିଫଳ : ଏହି ରାଶିର ଲୋକେ ଆଜି ଚାକିରିରେ ଉନ୍ନତି କରିବେ, ଦୂର ଯାତ୍ରା ମଧ୍ୟ କରିପାରନ୍ତି

ମେଷ: ବାଣୀରେ ମଧୁରତା ରହିବ । ଚାକିରିରେ ଉନ୍ନତି ମିଳିପାରେ । ଦୂର ଯାତ୍ରା କରିପାରନ୍ତି । ପରିବାର ଠାରୁ ଦୂରେଇ ପାରନ୍ତି । ପାରିବାରିକ ଜୀବନରେ କଠିନ ପରିସ୍ଥିତି ଆସିପାରେ । କିଛି କାମରେ ବାଧା ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ବୃଷ: ମନ ପ୍ରସନ୍ନ ରହିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଧନ ପ୍ରାପ୍ତି ହୋଇପାରେ । ସାଙ୍ଗର ସାହାଯ୍ୟ ମିଳିବ । ମାନସିକ ଶାନ୍ତି ରହିବ । ବାପାମାଆଙ୍କ ସହ ଦିନଟି ଭଲ ରହିବ । ଛାତ୍ରଛାତ୍ରୀଙ୍କୁ ଆଜି ସଫଳତା ମିଳିପାରେ । ଆଜି ଆପଣ କଥାବାର୍ତ୍ତା ଠିକ୍ ରଖନ୍ତୁ ।

ମିଥୁନ: ନିଜ ଉପରେ ଆତ୍ମବିଶ୍ୱାସ ରହିବ । କାମର ଭଲ ପରିଣାମ ମିଳିବ । କିଛି ଜିନିଷ ପ୍ରତି ରୁଚି ବଢି ପାରେ । କାହାର ସହଯୋଗ ମିଳିବ । ଖର୍ଚ୍ଚ ଯୋଗୁ ଚିନ୍ତତ ହୋଇପାରନ୍ତି । ପରିବାରରେ ସୁଖ ଶାନ୍ତି ରହିବ । କୌଣସି କାମ ଯୋଗୁ ଠକାମିରେ ପଡି ପାରନ୍ତି ।

କର୍କଟ: ନିଜ ଭାବନାକୁ ଆୟତରେ ରଖିବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଧନ ଲାଭ ହୋଇପାରେ । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ଆୟର ସ୍ଥିତି ଠିକ୍ ଠାକ୍ ରହିବ । ବ୍ୟବସାୟରେ କିଛି କ୍ଷତି ହୋଇପାରେ । ମାତାପିତାଙ୍କ ଦ୍ୱାରା ଆର୍ଥିକ ସାହାଯ୍ୟ ମିଳିବ ।

ସିଂହ: ମସ୍ତିଷ୍କ ଶାନ୍ତ ରଖିବେ । ବ୍ୟବସାୟରେ ବୃଦ୍ଧି ହୋଇପାରେ । କୌଣସି କାମରେ ଲାଭ ମିଳିବ । ସାଙ୍ଗର ସାହାଯ୍ୟ ମିଳିବ । ପୁରୁଣା ବନ୍ଧୁ ସହ ଭେଟ ହୋଇପାରେ । ବାହାରକୁ ଯାତ୍ରା କରିପାରନ୍ତି । ଖର୍ଚ୍ଚ ବଢିପାରେ ।

କନ୍ୟା: ଚାକିରିରେ ଉନ୍ନତି ହୋଇପାରେ । ଆୟରେ ବୃଦ୍ଧି ହୋଇପାରେ । ଖର୍ଚ୍ଚ ବଢିପାରେ । ଘରେ ସୁଖ ମିଳିବ । ମନ ଅସାନ୍ତ ରହିବ । ଆଜି ଅଧିକ କ୍ରୋଧିତ ରହିବେ ।ଜୀବନସାଥି ସହ କଳହ ସୃଷ୍ଟି ହୋଇପାରେ । କାର୍ଯ୍ୟ ପାଇଁ ଚିନ୍ତିତ ରହିବେ ।

ତୁଳା: ଅଧିକ ଖର୍ଚ୍ଚ ଯୋଗୁ ଚିନ୍ତିତ ରହିବେ । ମାଆବାପାଙ୍କ ସାହାଯ୍ୟ ମିଳିବ । ସାଙ୍ଗ ସହ ବାହାରକୁ ଯାଇ ପାରନ୍ତି । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ସ୍ୱାସ୍ଥ୍ୟ ଠିକ୍ ଠାକ୍ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ ।

ବିଛା: କଥାବାର୍ତ୍ତ ଠିକ୍ ରଖନ୍ତୁ । ଚାକିରିରେ ଆଗକୁ ଯାଇ ପାରନ୍ତି । ଆୟରେ ବୃଦ୍ଧି ହୋଇପାରେ । କୌଣସି କାମକୁ ଧୌର୍ଯ୍ୟର ସହ କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ମନ ଅଶାନ୍ତ ରହିବ । ପୁରୁଣ ସାଙ୍ଗ ସହ ଭେଟ ହୋଇପାରେ । ଚାକିରିରେ ପରିବର୍ତ୍ତନ ଆସିପାରେ ।

ଧନୁ: ଚାକିରି ପାଇଁ ପରୀକ୍ଷା ଥିଲେ ସଫଳତା ମିଳିବ । ମନ ଅଶାନ୍ତି ରହିବ । ମାଆଙ୍କ ସ୍ୱାସ୍ଥ୍ୟରେ ଧ୍ୟାନ ଦେବାକୁ ପଡିବ, ନଚେତ ଖରାପ ହୋଇପାରେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ରହିଛି । ଘରେ ମାଙ୍ଗଳିକ କାମ ହୋଇପାରେ । ଭାଇ ଓ ଭଉଣୀ ସହ ଝଗଡା ହୋଇପାରେ ।

ମକର: ମନରେ ଆଶା- ନିରାଶା ଭାବନା ଆସିପାରେ । ପରିବାରର ସମସ୍ୟା ଯୋଗୁ ଚିନ୍ତିତ ରହିବେ । ଅଧିକ ଖର୍ଚ୍ଚ ହୋଇପାରେ । ଚକିରି ପାଇଁ ଚିନ୍ତିତ ରହିବେ । ମାନସିକ ଶାନ୍ତି ରହିବ । ଭଉଣୀ ସହ ସମୟ କାଟିବେ ।

କୁମ୍ଭ: ଲୋକଙ୍କ ସହ କଥାବାର୍ତ୍ତା ଠିକ୍ ରଖିବା ଉଚିତ୍ । କଳାତ୍ମକ କାର୍ଯ୍ୟରେ ରୁଚି ବଢିପରେ । ଚାକିରି ମଳିବାର ସମ୍ଭାବନା ରହିଛି । ଅଳ୍ପ ଚିଡିଚିଡା ରହିବେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଠିକ୍ ହୋଇଯିବ । ସାଙ୍ଗର ସାହାଯ୍ୟ ମଳିପାରେ । ମନ ପ୍ରସନ୍ନ ରହିବ ।

ମୀନ: ପାଠପଢାରେ ରୁଚି ବଢିବ । ବ୍ୟବସାୟରେ ଭାଇ କିମ୍ବା ଭଉଣୀଙ୍କର ସାହାଯ୍ୟ ମିଳିପାରେ । କୌଣସି କାରଣରୁ ମନ ଦୁଃଖ ରହିପାରେ । ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

D Sonali

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

4 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

7 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

11 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

24 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

40 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago