ରାଶିଫଳ

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବ୍ୟବସାୟୀଙ୍କ ପାଇଁ ଆଜି କିପରି କଟିବ ଦିନ

ମେଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ । ମନର ଇଚ୍ଛା ପୂରଣ ହେବ । ପରିବାର ସହ ଆପଣଙ୍କ ସମ୍ପର୍କ ଭଲ ରହିବ ।

ବୃଷ: ମାନସିକ ଶାନ୍ତି ରହିବ । ବ୍ୟବସାୟ ପାଇଁ ଯାତ୍ରା ଲାଭଦାୟକ ହେବ । ଶୁଭ ସୂଚନା ମିଳିବ । କର୍ମକ୍ଷେତ୍ରରେ ମନ ମୁତାବକ କାମ ମିଳିବ । ସାଙ୍ଗମାନଙ୍କୁ ଭେଟିବେ । ଖର୍ଚ୍ଚ ବଢ଼ି ପାରେ । ଆତ୍ମବିଶ୍ୱାସ ଭରପୂର ରହିବ । ବସ୍ତ୍ର ଉପହାର ମିଳି ପାରେ ।

ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ । ଶୈକ୍ଷିକ କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ । ମନ ମୁତାବକ କାମ ମିଳିବ । ଦ୍ୱାରା ମନ ଖୁସି ରହିବ । ବଡ଼ଙ୍କ ପରାମର୍ଶ କାମରେ ଆସିବ । କାର୍ଯ୍ୟ କ୍ଷମତା ବଢ଼ିବ । ଆୟ କମ୍ ଏବଂ ଖର୍ଚ୍ଚ ଅଧିକ ହେବ ।

କର୍କଟ: ଶିକ୍ଷାଗତ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାର୍ତ୍ତାଳାପରେ ସଂଯତ ରୁହନ୍ତୁ । ଜୀବନସାଥୀଙ୍କ ସହଯୋଗ ମିଳିବ । ଛୋଟମାନଙ୍କ ଦୋଷ କ୍ଷମା କରି ଦିଅନ୍ତୁ । ନୂଆ ଗାଡ଼ି କିଣିବା ପାଇଁ ଆଜିର ଦିନଟି ଭଲ ।

ସିଂହ: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବାପାଙ୍କ ଠାରୁ ଟଙ୍କା ମିଳିପାରେ । ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷା ମାର୍ଗ ପ୍ରଶସ୍ତ ହେବ । ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ । ଆପଣଙ୍କର ପୁରୁଣା ଭୁଲ୍ରୁ ଆଜି ପରଦା ଉଠିପାରେ ।

କନ୍ୟା: ପରିବାରର ସମର୍ଥନ ପାଇବେ । ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ସାଙ୍ଗମାନଙ୍କ ସମର୍ଥନ ମିଳିବ । ଆପଣଙ୍କ କୌଣସି ବଡ଼ ଲକ୍ଷ୍ୟ ପୂରଣ ହେବ । ଚାକିରି କରୁଥିବା ଲୋକଙ୍କୁ କୌଣସି ସମସ୍ୟା ହୋଇପାରେ । ଧନ ଉଧାର ଦିଅନ୍ତୁ ନାହିଁ ।

ତୁଳା: ମନ ଖୁସି ହେବ । ଘରକୁ ସାଙ୍ଗ ଆସି ପାରନ୍ତି । ପୋଷାକ ଉପରେ ଖର୍ଚ୍ଚ ବଢ଼ିବ । ପ୍ରତିକୂଳ ସ୍ଥିତିରେ ଧୌର୍ଯ୍ୟ ବଜାୟ ରଖନ୍ତୁ । କାର୍ଯ୍ୟକ୍ଷେତ୍ରରେ ଭଲ ଲାଭ ମିଳିବ । ଆର୍ଥିକ ସ୍ଥିତି ଦୃଢ଼ ହେବ । ପରିବାରର ବଡ଼ମାନଙ୍କ କଥା ରଖନ୍ତୁ ।

ବିଛା: ମନ ଖୁସି ରହିବ । ଦୌଡ଼ାଦୌଡ଼ି ଅଧିକ ହେବ । ବ୍ୟବସାୟରେ ବନ୍ଧୁଙ୍କ ସହଯୋଗ ପାଇବେ । ରଚନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ବ୍ୟବସାୟ କରୁଥିବା ଲୋକ କାହା ଉପରେ ଭରସା କରନ୍ତୁ ନାହିଁ । କୌଣସି ଶୁଭ ସୂଚନା ମିଳିପାରେ ।

ଧନୁ: ଅନାବଶ୍ୟକ କ୍ରୋଧ ଓ ବିତର୍କରୁ ଦୂରେଇ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପଦ ପ୍ରତିଷ୍ଠା ବଢ଼ିବା ଦ୍ୱାରା ଖୁସି ହେବେ । ପ୍ରଶାସନିକ କାର୍ଯ୍ୟରେ ଆଗକୁ ବଢ଼ିବେ । ବିଦ୍ୟାର୍ଥୀମାନେ କୌଣସି ପରୀକ୍ଷାରେ ବିଜୟ ହାସଲ କରିବେ ।

ମକର: ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ ଆୟର ଉତ୍ସ ବଢ଼ି ପାରେ । ଏକରୁ ଅଧିକ ସ୍ରୋତରୁ ଆୟ ପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ ଯୋଗ୍ୟତା ଅନୁସାରେ କାମ ମିଳିବ । ଆପଣ ଲକ୍ଷ୍ୟ ପ୍ରତି ସମର୍ପିତ ରହିବେ ।

କୁମ୍ଭ: ଆଜି ଆପଣ ବ୍ୟସ୍ତ ରହିବେ । ଅଜଣା ବ୍ୟକ୍ତିଙ୍କ ସହ ସାକ୍ଷାତ ଆପଣଙ୍କ ପାଇଁ ଲାଭଦାୟକ ରହିବ । ପରିବାରର ସହଯୋଗ ମିଳିବ। ମନର ଇଚ୍ଛା ପୂରଣ ହେବ । ଚାକିରିରେ ପଦୋନ୍ନତି ପାଇବେ ।

ମୀନ: ନିଜର ବୁଦ୍ଧି ଯୋଗୁ ଆପଣ ସବୁକିଛି ପାଇବେ । ସାଙ୍ଗମାନଙ୍କ ସହିତ କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ । ଆଧ୍ୟାତ୍ମିକ କାର୍ଯ୍ୟରେ ଭାଗ ନେବେ । ବ୍ୟବସାୟରେ ବିପଦପୂର୍ଣ୍ଣ କାମ କରନ୍ତୁ ନାହିଁ । ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକ ହେବ ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

54 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago