ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ : କିପରି ରହିଛି ଏହି ରାଶିର ଲୋକଙ୍କ ଭାଗ୍ୟ

ମେଷ : ଘରେ ଖୁସିର ମାହଲ ରହିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭବାନ ରହିପାରେ । ଅଟକିଥିବା ଟଙ୍କା ମିଳିଯିବ । ଆର୍ଥିକ ସ୍ଥିତି ଆହୁରୀ ସୁଦୃଢ ହୋଇଯିବ । କୌଣସି କାର୍ଯ୍ୟ ପାଇଁ ଅନ୍ୟ କାହାର ଉପଦେଶ ମଳିପାରେ । ସାଙ୍ଗ ସାଥିଙ୍କ ସହ ସମୟ କାଟିବେ । ପିଲାଙ୍କ ପାଇଁ ଦିନଟି ଭଲ ରହିଛି । ଆଜି ଭାଗ୍ୟ ଆପଣ ସହିତ ରହିବ । କୌଣସି କାମ କରିବା ପୂର୍ବରୁ ଘର ଲୋକଙ୍କ ସହ କଥା ହେବା ଉଚିତ ।

ବୃଷ : ଯେଉଁ କାମରୁ କଷ୍ଟ ମଳିଛୁ, ସେହି କାମ ଠାରୁ ଦୂରେଇ ରୁହନ୍ତୁ । ଏହି ରାଶିର ଲୋକମାନେ ଖୁସି ରହିବେ ।  କାମ ଭଲରେ ହୋଇଯିବ । ବ୍ୟବସାୟ କରୁଥିବା ଲୋକମାନେ ବାହାରକୁ ଯାଇ ପାରନ୍ତି । କାହାସହ ଝଗଡା ହୋଇପାରେ ସେଥିପାଇଁ ନିଜ ଉପରେ ନିୟନ୍ତ୍ରଣ ରହିବା ଜରୁରୀ । ବିବାହ ହେବାର ଯୋଗ ତିଆରି ହୋଇପାରେ । ଯେଉଁଥିପାଇଁ ଘରେ ସୁଖର ପରିବେଶ ରହିବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ ।

ମିଥୁନ : ସୁଖ ସୁବିଧା ମିଳିପାରେ । ଯଦି ଆପଣ ଗାଡି କିଣିବାକୁ ଯୋଜନା କରୁଛନ୍ତି ତାହେଲେ କିଛି ସମୟ ଅପେକ୍ଷା କରନ୍ତୁ, ତାପରେ ଗାଡି କିଣିବା ପାଇଁ ଚିନ୍ତା କରନ୍ତୁ । ଦୀର୍ଘ ସମୟ ଧରି ଚିନ୍ତା କରିଥିବା କାର୍ଯ୍ୟ ଆଜି ପୂରା ହୋଇପାରେ । ଆଜି ଆପଣଙ୍କର ଆର୍ଥିକ ସୁଦୃଢ ରହିବ । ଲଭ୍‌ମେଣ୍ଟ ଠାରୁ ଉପହାର ମିଳିପାରେ । କିଛି କାମ ପାଇଁ ଘର ଲୋକଙ୍କ ସହଯୋଗ ମିଳିବ ।

କର୍କଟ : ନିଜର କୌଣସି କାମକୁ ଭଲରେ କରିପାରିବେ । ଲଭ୍‌ମେଣ୍ଟଙ୍କ ଠାର ଉପହାର ମିଳିପାରେ । ଜୀବନସାଥୀଙ୍କ ସହ କଳି ହୋଇପାରେ । ମାନସିକ ଚିନ୍ତା ରହିବ ।  ପାଠ ପଢାକୁ ନେଇ ଆଗକୁ ବଢିବେ । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ଅଟକିଥିବା ଟଙ୍କା ମିଳିଯିବ । ମା ’ ସ୍ୱାସ୍ଥ୍ୟ ଖରାପ ଥିଲେ ଠିକ୍‌ ହୋଇଯିବ । ଧାର୍ମିକ କାର୍ଯ୍ୟରେ ମନ ଦେଇପରନ୍ତି ।

ସିଂହ : ଆଜି କିଛି ଲୋକଙ୍କୁ ଆପଣଙ୍କ ସ୍ୱଭାବ ପସନ୍ଦ ଆସିପାରେ । ଆଜି ଆପଣ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ । ଏହି ରାଶିର ମହିଳାଙ୍କ ପାଇଁ ଆରାମର ଦିନ ହୋଇପାରେ । ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିପାରେ । ଆଜି ବିବାହିତ ଜୀବନରେ ମଧୁରତା ରହିବ ।   ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ।

କନ୍ୟା : କୌଣସି ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । କିଛି କାମରେ ବିଫଳ ହୋଇପାରନ୍ତି । ନିଜ ସମୟ ଠିକ୍‌ କାର୍ଯ୍ୟରେ ବ୍ୟବହାର କରନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ । ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଆଜି ଏକ ଭଲ ଦିନ ହେବାକୁ ଯାଉଛି । କିଛି ପୁରୁଣ କାମ ଯୋଗୁ ଲାଭବାନ ହୋଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ରହିବ ।

ତୁଳା : ଆପଣ ଆଜି ଧନ ପାଇଁ ଚିନ୍ତିତ ରହିବେ । ଆପଣଙ୍କ ଜୀବନରେ ସୁଖ ଶନ୍ତି ଆସିପାରେ । କାହାସହ ଝଗଡା ହୋଇପାରେ । ଲଭ୍‌ମେଣ୍ଟଙ୍କ ସହ ଭଲ ସମୟ କଟିବେ ।  କୌଣସି କାମରେ ବାଧ୍ୟ ପ୍ରାପ୍ତି ହୋଇପାରେ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ଆପଣଙ୍କ ପାଇଁ କିଛି କାମରୁ କ୍ଷତି ମଳିପାରେ । କିଛି ନୂଆ ସାଙ୍ଗ ହୋଇପାରନ୍ତି । ପରିବାର ସହ ଖସିର ସମୟ ଅତିବାହିତ କରିବେ ।

ବିଛା : କାହା ସହ ଝଗଡା କରିବାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ । ପରିବାର ଓ ସାଙ୍ଗଙ୍କ ସହ ଭଲ ସମୟ କଟିବେ । ପିଲାଙ୍କ ପାଇଁ ଦିନଟି ଭଲ ରହିଛି ।  ସେଥିପାଇଁ ଭାବିଚନ୍ତି କାମ କରନ୍ତୁ । ଆଜି ଆପଣଙ୍କ ସମସ୍ତ ପୁରୁଣା କାମ ସହଜରେ ହୋଇଯିବ । ନିଜକୁ ସମୟ ଦିଅନ୍ତୁ ।

ଧନୁ :  ବାପାଙ୍କ ସହ ବହୁତ ସମୟ କାଟିବେ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ । ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିପାରେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ ରହିବ । ଛାତ୍ରଛାତ୍ରୀ ପ୍ରତିଯୋଗୀତାରେ ସଫଳତା ପାଇବେ । କାହା ସହ ଝଗଡା ହୋଇପାରେ । ଘର କାମରେ ପରିବାର ସଦସ୍ୟଙ୍କ ସମର୍ଥନ ରହିବ ।

ମକର : ଆଜି ପରିବାର ସହ ଖୁସି ରହିବେ । ମା ’ ସ୍ୱାସ୍ଥ୍ୟ ଖରାପ ଥିଲେ ଠିକ୍‌ ହୋଇଯିବ । କିଛି ନୂଆ ସାଙ୍ଗ ହୋଇପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଭାଇ ଓ ଭଉଣୀଙ୍କ ସହ ଭଲ ସମୟ କାଟିବେ । ଲଭ୍‌ମେଣ୍ଟ ଠାରୁ ଉପହାର ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ । ଆଜି ଆପଣ ନିଜ ମନ କଥା କାହାକୁ କହିବେ ।  ନିଜ ଜିନିଷର ପ୍ରତି ସାମଧାନ ରହିବା ଜରୁରୀ ନଚେତ କିଛି ଭୁଲ କାମ ହୋଇପାରେ ।

କୁମ୍ଭ : ଆପଣ ଆଜି ଜଣେ ନିଜ ଲୋକ ସହ ସମୟ ଅତିବାହିତ କରିବେ । ମହିଳାମାନେ ନିଜ ଜୀବନସାଥୀଙ୍କୁ କିଛି ଭଲ ଖାଦ୍ୟ ପ୍ରସ୍ତୁତ କରି ଦେବେ, ଉଭୟଙ୍କ ମଧ୍ୟରେ ବୁଝାବଣା ଭଲ ରହିବ । ପୂର୍ବ ଅପେକ୍ଷା ଆଜି ସ୍ୱାସ୍ଥ୍ୟ ବହୁତ ସୁସ୍ଥ ରହିବ । ଭଲ ଚାକିରିର ଅଫର୍‌ ମିଳିପାରେ । ଏହି ରାଶିର ଲୋକଙ୍କର ବିବାହ ଯୋଗ ରହିଛି ।

ମୀନ : ଆପଣ ବ୍ୟବସାୟ ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିପରିନ୍ତି ।  କିଛି କାମ ଏପରି କରିବେ, ଯେଉଁଥି ପାଇଁ ଅଫିସ୍‌ରେ ବସ୍‌ ଆପଣଙ୍କର ପ୍ରଶଂସା କରିବେ । ମା’ଙ୍କ ସହିତ ଧାର୍ମିକ କାର୍ଯ୍ୟକଳାପରେ ଯୋଗ ଦେଇପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ପରିବାର ସହ ସମୟ ଅତିବାହିତ କରିବେ । କିଛି କଠିନ ପରିସ୍ଥିତି ଆସିପରେ ।

 

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

3 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

8 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago