ଆଜି ଜାଣନ୍ତୁ କ’ଣ ଅଛି ଆପଣ ରାଶିରେ…

ବେରୋଜଗାରଙ୍କୁ ରୋଜଗାରର ଅବସର ମିଳିବ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ସମୟ ବିତାଇବା ଦ୍ୱାରା ଆପଣଙ୍କୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। କାରବାରରେ ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସମୟ ବିତାଇବେ।

ମେଷ: ବେରୋଜଗାରଙ୍କୁ ରୋଜଗାରର ଅବସର ମିଳିବ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ସମୟ ବିତାଇବା ଦ୍ୱାରା ଆପଣଙ୍କୁ ଶାନ୍ତି ମିଳିବ।

ବୃଷ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। କାରବାରରେ ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସମୟ ବିତାଇବେ।

ମିଥୁନ: ଆର୍ଥିକ ସ୍ଥିତି ଦୃଢ଼ ହେବ। ଆପଣଙ୍କୁ କୌଣସି କାମରେ ସଫଳତା ମିଳିବା ଦ୍ୱାରା ମା’, ବାପା ଖୁସି ହେବେ। ପରିଶ୍ରମର ଫଳ ମିଳିବ।

କର୍କଟ: ଘରର କୌଣସି କାମକୁ ନେଇ ବଡ଼ ନିଷ୍ପତ୍ତି ନେବେ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ। ପାରିବାରିକ ଜୀବନରେ ଶାନ୍ତି ରହିବ।

ସିଂହ: ଆପଣ ଭାବିଥିବା ସମସ୍ତ କାମ ପୂରା ହେବ। କୌଣସି ନୂଆ ବ୍ୟବସାୟରେ ପଇସା ଲଗାଇପାରନ୍ତି। ଆଜିର ଦିନ ବହୁତ ଭଲ ରହିବ।

କନ୍ୟା: କୌଣସି କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ଅଫିସ୍‌ରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ। ବାଣୀ ଉପରେ ସଂଯମ ରଖନ୍ତୁ।

ତୁଳା: କୌଣସି କାମକୁ ଜାଣିବା ପାଇଁ ମନ ଉତ୍ସାହିତ ରହିବ। କୌଣସି ଜରୁରୀ କାମରେ ସଫଳତା ମିଳିପାରେ। ବାହାରେ ବୁଲିବାର ଯୋଜନା କରିବେ।

ବିଛା: ବ୍ୟବସାୟରେ ଧନଲାଭ ହେବ। ଆର୍ଥିକ ପକ୍ଷ ଦୃଢ଼ ହେବ। ସମ୍ପର୍କୀୟ ସହଯୋଗ କରିବେ। ବୈବାହିକ ଜୀବନରେ ସ୍ଥିତି ଅନୁକୂଳ ରହିବ।

ଧନୁ: କୌଣସି ସାମାଜିକ କିମ୍ବା ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ। ସମସ୍ତ ସମସ୍ୟା ଦୂର ହେବ।

ମକର: ଆଜି ଆପଣ ନିଜକୁ ଟିକିଏ ଥକ୍କା ଅନୁଭବ କରିବେ। ବିଜନେସ୍‌ ମାମଲାରେ ଯାତ୍ରା କରିପାରନ୍ତି। ଆଜିର ଦିନ ମିଶ୍ରିତ ରହିବ।

କୁମ୍ଭ: ଆଜି ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ କିଛି ସମୟ ବିତାଇବେ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।

ମୀନ: ମା’, ବାପାଙ୍କ ସହଯୋଗରେ ବ୍ୟବସାୟରେ ବୃଦ୍ଧି ଘଟିବ। କାର୍ଯ୍ୟସ୍ଥଳରେ ଆପଣଙ୍କ ମନ ପ୍ରସନ୍ନ ରହିବ। କ୍ୟାରିୟରରେ ଆଗକୁ ବଢ଼ିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.