ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଆଣ୍ଠୁଗଣ୍ଠି ବ୍ୟଥା ଦେଖାଦେଇପାରେ । ଏଥିପାଇଁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଥଣ୍ଡା ପାନୀୟଠୁ ଦୂରେଇ ରୁହନ୍ତୁ ।
ବୃଷ : ଶାରୀରିକ ସୁସ୍ଥତା ଅନୁଭବ କରିବେ । ମାନ ସମ୍ମାନ ମିଳିବ । ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ । ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ । ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ । ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତା ପାଇଁ ପୂରା ପ୍ରସ୍ତୁତି କରନ୍ତୁ ନିଶ୍ଚିତ ସଫଳତା ପାଇବେ ।
ମିଥୁନ : ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା ଦୂର ହେବ । ବ୍ୟବସାୟରେ ଉନ୍ନତିର ପାହାଚ ଚଢ଼ିବା ଆରମ୍ଭ କରିବେ । ଘରେ ସୁଖଦ ବାତାବରଣ ରହିବ । ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସମ୍ପର୍କରେ ଉନ୍ନତି ଆଣିବ । ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ । କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
କର୍କଟ : ଭରପୁର ଆତ୍ମବିଶ୍ୱାସ ରହିବ । ମିଥ୍ୟା ଅପବାଦରେ ଅପମାନିତ ହେବେ । ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି । ନୂଆ ବ୍ୟବସାୟ ଆରମ୍ଭ କରିବାର ଅନୁକୂଳ ସମୟ । ହୃଦରୋଗୀ ବ୍ୟକ୍ତି ବ୍ୟର୍ଥ ଚିନ୍ତା କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ରୋଗ ବଢ଼ିପାରେ ।
ସିଂହ : ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ । ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ । ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ । ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ ।
କନ୍ୟା : ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ । ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ । ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ ।
ତୁଳା : ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତିରେ ଉନ୍ନତି ହେବ । ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତିରେ ଉନ୍ନତି ହେବ । ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ ।
ବିଛା : ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ । ନିଜ କର୍ମରେ ଅବହେଳା କରିପାରନ୍ତି । ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି ।
ଧନୁ : କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦୃଢ଼ ଆତ୍ମବିଶ୍ୱାସର ସହ ନେଲେ ଏହା ପୂର୍ଣ୍ଣ ହେବ । ସହଯୋଗିତାଙ୍କ ସହ ପ୍ରତିଯୋଗିତା ମନୋଭାବ ରହିବ । ଅତ୍ୟନ୍ତ ଅଶୁଭ । ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ । ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ ।
ମକର : ଭବିଷ୍ୟତ ପାଇଁ ଚିନ୍ତା କରିବାର ଉପଯୁକ୍ତ ସମୟ । କିଛି ନୂଆ କାର୍ଯ୍ୟ କରିପାରନ୍ତି । ନୂଆ କାର୍ଯ୍ୟ ମିଳିଲେ ମନା କରନ୍ତୁ ନାହିଁ । ପରବର୍ତ୍ତୀ ମୁହୂର୍ତ୍ତରେ ଲାଭ ମିଳିବ । ଧର୍ମ କାର୍ଯ୍ୟରେ ମନ ଲାଗିବ । ମାଲିମକଦ୍ଦମାରେ ଫସିବେ । ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ ।
କୁମ୍ଭ : କାର୍ଯ୍ୟକ୍ଷେତ୍ରରେ ଆନନ୍ଦଦାୟକ ସମୟ ଅତିବାହିତ କରିବେ । ଲାଭ ମିଳିପାରେ । ବ୍ୟବସାୟରେ ବିବାଦ ଦେଖାଦେଇପାରେ । ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ । ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ : ବ୍ୟବସାୟ କାରବାରରେ ସତର୍କତା ଅବଲମ୍ୱନ କରନ୍ତୁ । କ୍ଷତି ହେବାର ସମ୍ଭାବନା ରହିଛି । ସୀମିତ ପରିମାଣର ଖର୍ଚ୍ଚ କରନ୍ତୁ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ ।