ରାଶିଫଳ

ଆଜିର ରାଶିଫଳ: ଅନାବଶ୍ୟକ କ୍ରୋଧ, ବିତର୍କରୁ ଦୂରେଇ ରୁହନ୍ତୁ

ମେଷ: ମନ ଅଶାନ୍ତ ରହିବ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ବାପାଙ୍କ ସମର୍ଥନ ପାଇବେ। ଆୟର ଉତ୍ସ ବଢ଼ିପାରେ। ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ।

ବୃଷ: ଲେଖା ଏବଂ ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଆଜି ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି। ବନ୍ଧୁଙ୍କ ସହଯୋଗରୁ ଧନ ପ୍ରାପ୍ତ ହେବ।

ମିଥୁନ: ଆତ୍ମବିଶ୍ୱାସର ଅଭାବ ରହିବ। ମନ ବିଚଳିତ ହୋଇପାରେ। କର୍ମକ୍ଷେତ୍ରରେ ସମସ୍ୟା ଆସିପାରେ। ଆୟ ହ୍ରାସ ଏବଂ ଖର୍ଚ୍ଚ ଅଧିକ ହେବ। କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ।

କର୍କଟ: ଶୈକ୍ଷିକ କାର୍ଯ୍ୟରେ ଆଗ୍ରହୀ ହେବେ। ମାନ ସମ୍ମାନ ପାଇବେ। ବ୍ୟବସାୟ ସ୍ଥିତିରେ ସୁଧାର ଆସିବ। ପରିଶ୍ରମ ଅଧିକ କରିବେ। ଲାଭର ସୁଯୋଗ ପାଇବେ। ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି।

ସିଂହ: ସାଙ୍ଗମାନଙ୍କ ସମର୍ଥନ ପାଇବେ। ପ୍ରଗତିର ରାସ୍ତା ଖୋଲାଯିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମାନସିକ ଶାନ୍ତି ରହିବ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ଖ୍ୟାତି ହାସଲ କରିବେ।

କନ୍ୟା: ମନରେ ଶାନ୍ତି ରହିବ। ଦାମ୍ପତ୍ୟ ସୁଖ ବୃଦ୍ଧି ପାଇବ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପାରିବାରିକ ଜୀବନ କଷ୍ଟମୟ ହୋଇପାରେ। ବାପା ସମର୍ଥନ କରିବେ।

ତୁଳା: ମାନସିକ ଶାନ୍ତି ପାଇଁ ଚେଷ୍ଟା କରିବେ। ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଅଧିକ ଖର୍ଚ୍ଚ ହୋଇପାରେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।

ବିଛା: ମନ ଖୁସି ରହିବ। ବୌଦ୍ଧିକ କାର୍ଯ୍ୟରେ ମାନ ସମ୍ମାନ ପାଇବେ। ଚାକିରିରେ ଉନ୍ନତିର ଅବସର ମିଳିବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ବାପାମା’ଙ୍କ ସମର୍ଥନ ପାଇବେ।

ଧନୁ: ଧୌର୍ଯ୍ୟ କମିପାରେ। ଆୟ ବଢ଼ିପାରେ। କୌଣସି ବନ୍ଧୁଙ୍କ ସହଯୋଗରୁ ଧନ ରୋଜଗାରର ମାଧ୍ୟମ ଖୋଲିବ। ଚାକିରିରେ ଉନ୍ନତି ହେବ। ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ।

ମକର: କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ବ୍ୟବସାୟରେ ଉନ୍ନତି ହେବ। ଯାତ୍ରା ଲାଭଦାୟକ ରହିବ। ମିଠା ଖାଦ୍ୟ ପ୍ରତି ରୁଚି ବଢ଼ିବ। ପୋଷାକ ପାଇଁ ଖର୍ଚ୍ଚ କରିବେ। ମା’ ଏବଂ ସାଙ୍ଗମାନଙ୍କ ସମର୍ଥନ ପାଇବେ।

କୁମ୍ଭ: ମନ ଚିନ୍ତିତ ରହିବ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ। ବାପାଙ୍କ ସମର୍ଥନ ପାଇବେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ସଙ୍ଗୀତ ପ୍ରତି ରୁଚି ବଢ଼ିବ।

ମୀନ: ପାରିବାରିକ ଦାୟିତ୍ୱ ବଢ଼ିପାରେ। ଅଟକି ରହିଥିବା ଟଙ୍କା ମିଳିପାରେ। ବ୍ୟବସାୟରେ ଅଧିକ କଠିନ ପରିଶ୍ରମ କରିବେ। ଶୈକ୍ଷିକ କାର୍ଯ୍ୟରେ ସମସ୍ୟା ଆସିପାରେ। ଖର୍ଚ୍ଚ ଅଧିକ ବଢ଼ିପାରେ।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

3 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

8 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago