ଆଜିର ରାଶିଫଳ: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି, ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ
ଆଜି ଆପଣ ମାଙ୍ଗଳିକ କିମ୍ବା ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଅନ୍ୟଠୁ ସହଯୋଗ ନେବାରେ ସଫଳ ହେବେ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।
ମେଷ: ଆଜି ଆପଣ ମାଙ୍ଗଳିକ କିମ୍ବା ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଅନ୍ୟଠୁ ସହଯୋଗ ନେବାରେ ସଫଳ ହେବେ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।
ବୃଷ: ଆର୍ଥିକ ସ୍ଥିତି ମଜଭୁତ ହେବ। ଭାଇ-ଭଉଣୀ କିମ୍ବା ଅଧୀନସ୍ଥ କର୍ମଚାରୀଙ୍କଠାରୁ ଚାପ ମିଳିପାରେ। ବ୍ୟକ୍ତି ବିଶେଷଙ୍କର ସହଯୋଗ ରହିବ।
ମିଥୁନ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାରରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଆର୍ଥିକ ମାମଲାରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ।
କର୍କଟ: ରୋଗ କିମ୍ବା ବିରୋଧୀ ଆପଣଙ୍କ ଚିନ୍ତାର କାରଣ ହୋଇପାରେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି।
ସିଂହ: ଆର୍ଥିକ ମାମଲାରେ ପ୍ରଗତି ହେବ। ଚଳ କିମ୍ବା ଅଚଳ ସମ୍ପତ୍ତି ମାମଲାରେ ସଫଳତା ମିଳିବ। ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ।
କନ୍ୟା: ବ୍ୟକ୍ତିଗତ ସମ୍ପର୍କରେ ନିବିଡ଼ିତା ଆସିବ। ପାରିବାରିକ ଦାୟିତ୍ୱ ବଢ଼ିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।
ତୁଳା: ପୁରୁଷାର୍ଥ ସାର୍ଥକ ହେବ। ଭାଇ-ଭଉଣୀଙ୍କ ସହଯୋଗ ମିଳିବ। ଆର୍ଥିକ ମାମଲାରେ ପ୍ରଗତି ହେବ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା: ଆର୍ଥିକ ସୁଧାର ହେବ। ଅନ୍ୟଠୁ ସହଯୋଗ ନେବାରେ ସଫଳତା ମିଳିବ। ଧନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖରେ କଟିବ।
ଧନୁ: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ରହିଛି। ଜୀବନସାଥୀ କିମ୍ବା ଶାଶୁଘର ପକ୍ଷରୁ ଚାପ ମିଳିପାରେ। ବ୍ୟର୍ଥରେ ଦୌଡ଼ାଦୌଡ଼ି କରିବେ।
ମକର: ଦାମ୍ପତ୍ୟ ଜୀବନରେ ଚିନ୍ତାର ସ୍ଥିତି ଲାଗି ରହିବ। ଝଗଡ଼ା, ବିବାଦ ଭିତରେ ପଶନ୍ତୁ ନାହିଁ। ଗୃହ ଉପଯୋଗୀ ବସ୍ତୁରେ ବୃଦ୍ଧି ଘଟିବ।
କୁମ୍ଭ: ଉପହାର କିମ୍ବା ସମ୍ମାନରେ ବୃଦ୍ଧି ଘଟିବ। ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ପ୍ରଗତି ହେବ। ସନ୍ତାନର ଦାୟିତ୍ୱ ବଢ଼ିବ।
ମୀନ: ଆର୍ଥିକ ମାମଲାରେ ସୁଧାର ହେବ। ମହିଳା ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟିକ ମାମଲାରେ ପ୍ରଗତି ହେବ।