ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ, ଆଜିର ଭାଗ୍ୟଫଳ
ମେଷ: ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ଅଫିସ୍ରେ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ । ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ । ସମ୍ମାନ ବୃଦ୍ଧି ପାଇବ ।
ବୃଷ: ଅତ୍ୟଧିକ ଖର୍ଚ୍ଚ ହେବ। ମା’, ବାପାଙ୍କ ସମର୍ଥନ ପାଇବେ । ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଯାତ୍ରା ଯୋଗ ରହିଛି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ: ମନ ଅସ୍ଥିର ରହିବ । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଖର୍ଚ୍ଚ ବୃଦ୍ଧି ପାଇବ । ଶାନ୍ତ ରୁହନ୍ତୁ । ଆୟ ବୃଦ୍ଧି ପାଇବ । ମାନସିକ ଶାନ୍ତି ରହିବ ।
କର୍କଟ: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ । ଧୌର୍ଯ୍ୟବାନ୍ ହୁଅନ୍ତୁ । ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ । ଭାଇଭଉଣୀଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ରହିଛି ।
ସିଂହ: ବୌଦ୍ଧିକ କାର୍ଯ୍ୟରେ ସମ୍ମାନ ପାଇବେ । ଆୟର ଉତ୍ସ ବଢ଼ିପାରେ । ଆତ୍ମସଂଯତ ରୁହନ୍ତୁ। ବ୍ୟବସାୟରୁ ଲାଭ ହୋଇପାରେ । ଲାଭ ଯୋଗ ଅଛି ।
କନ୍ୟା: ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ପାଇବେ । ପୋଷାକ ଉପରେ ଖର୍ଚ୍ଚ ବଢ଼ିପାରେ । ଦାମ୍ପତ୍ୟ ସୁଖ ବୃଦ୍ଧି ପାଇବ । କଥାବାର୍ତ୍ତାରେ ଭଦ୍ରତା ରହିବ ।
ତୁଳା: ଚାକିରିରେ ପଦୋନ୍ନତି ସୁଯୋଗ ରହିଛି । ପଠନ ପ୍ରତି ରୁଚି ବଢ଼ିବ । କାର୍ଯ୍ୟ ପ୍ରତି ଜୋଶ୍ ଏବଂ ଉତ୍ସାହ ରହିବ । ଖର୍ଚ୍ଚ ବଢ଼ିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ ।
ବିଛା: ମନ ଖୁସି ରହିବ । ଅଧ୍ୟୟନ ପ୍ରତି ଆଗ୍ରହ ବଢ଼ିବ । ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ । କଥାବାର୍ତ୍ତାରେ ଭଦ୍ରତା ରହିବ । ଅଯଥା ବିବାଦରୁ ଦୂରେଇ ରୁହନ୍ତୁ ।
ଧନୁ: ବାଣୀରେ ମଧୁରତା ରହିବ । ପରିବାରରେ ସମ୍ମାନ ପାଇବେ । ମିଠା ଖାଦ୍ୟ ପ୍ରତି ରୁଚି ବଢ଼ିବ । ପରିବାରରେ ଧାର୍ମିକ ହୋଇପାରେ । ମାନସିକ ଶାନ୍ତି ରହିବ ।
ମକର: ମନ ଖୁସି ରହିବ । ପାରିବାରିକ ଜୀବନ ସୁଖମୟ ହେବ । କ୍ରୋଧ ଅତ୍ୟଧିକ କରିପାରନ୍ତି । ସାଙ୍ଗମାନଙ୍କ ସମର୍ଥନ ପାଇବେ । ଜଣେ ସାଙ୍ଗ ସହିତ ବିବାଦ ଉପୁଜିପାରେ ।
କୁମ୍ଭ: କ୍ରୋଧରୁ ଦୂରେଇ ରୁହନ୍ତୁ । ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚିକିତ୍ସା ଖର୍ଚ୍ଚ ବଢ଼ିପାରେ । ମା’ଙ୍କ ସମର୍ଥନ ପାଇବେ । ଖର୍ଚ୍ଚ ବୃଦ୍ଧି ପାଇବ । ବାପାଙ୍କ ସହଯୋଗ ଏବଂ ସମର୍ଥନ ପାଇବେ ।
ମୀନ: ମନରେ ଆତ୍ମବିଶ୍ୱାସ ରହିବ । ଅଫିସ୍ରେ ଅଯଥା ବିତର୍କରୁ ଦୂରେଇ ରୁହନ୍ତୁ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ । ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିପାରେ ।