ଆଜିର ରାଶିଫଳ: ସଞ୍ଚିତ ଧନ କମିପାରେ, ମିତ୍ରଙ୍କ ସହଯୋଗ ମିଳିପାରେ

ଅଯଥା କ୍ରୋଧ କରନ୍ତୁ ନାହିଁ। କଥାବର୍ତ୍ତାରେ ସନ୍ତୁଳନ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସଞ୍ଚିତ ଧନ କମି ଯାଇପାରେ। ମନ ଅଶାନ୍ତ ରହିବ। ପରିଶ୍ରମ ଅଧିକ ରହିବ। ମିତ୍ରଙ୍କ ସହଯୋଗ ମିଳିପାରେ।

ମେଷ: ବିଦେଶ ଯାତ୍ରାରେ ଯାଇପାରନ୍ତି। ଅଧିକ କ୍ରୋଧ କରିବେ। କଥାବାର୍ତ୍ତାରେ ସଂଯମ ରୁହନ୍ତୁ। ଶୈକ୍ଷିକ କାର୍ଯ୍ୟରେ ରୁଚି ରହିବ।

ବୃଷ: ଅଯଥା କ୍ରୋଧ କରନ୍ତୁ ନାହିଁ। କଥାବର୍ତ୍ତାରେ ସନ୍ତୁଳନ ରଖନ୍ତୁ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ସଞ୍ଚିତ ଧନ କମି ଯାଇପାରେ।

ମିଥୁନ: ମନ ଅଶାନ୍ତ ରହିବ। ପରିଶ୍ରମ ଅଧିକ ରହିବ। ମିତ୍ରଙ୍କ ସହଯୋଗ ମିଳିପାରେ। ସଂଯତ ରୁହନ୍ତୁ। ପରିବାର ସାଥ୍‌ ଦେବେ।

କର୍କଟ: ଆଜି ବହୁତ ବ୍ୟସ୍ତ ରହିବେ। ଶୈକ୍ଷିକ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତତା ରହିବ। ବାଣୀରେ ମଧୁରତା ରହିବ।

ସିଂହ: ସୁସ୍ୱାଦୁ ଖାଦ୍ୟପେୟ ପ୍ରତି ରୁଚି ବଢ଼ିପାରେ। ମନ ପ୍ରସନ୍ନ ରହିବ। ଚାକିରିରେ ଉନ୍ନତି ଯୋଗ ରହିଛି। ଭବନ ସୁଖ ରହିଛି।

କନ୍ୟା: ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ଆତ୍ମବିଶ୍ୱାସ ଭରପୂର ରହିବ। ଖର୍ଚ୍ଚ ଅଧିକ ରହିବ। ଆଳସ୍ୟ ଅଧିକ ରହିବ।

ତୁଳା: ମନ ପ୍ରସନ୍ନ ରହିବ। ପରିବାରର ସାଥ୍‌ ମିଳିବ। ଲାଭର ଅବସର ମିଳିବ। ସନ୍ତାନ ତରଫରୁ ସୁଖଦ ସମାଚାର ମିଳିପାରେ।

ବିଛା: ବସ୍ତ୍ର ଉପରେ ଖର୍ଚ୍ଚ ବଢ଼ିପାରେ। ବାହନ ସୁଖ ପ୍ରାପ୍ତି ହୋଇପାରେ। ପରିଶ୍ରମ ଅଧିକ ରହିବ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହୋଇପାରେ।

ଧନୁ: ବିଦେଶ ଯିବାର ସମ୍ଭାବନା ରହିଛି। କୌଣସି ମିତ୍ରଙ୍କଠାରୁ ଧନ ପ୍ରାପ୍ତି ହୋଇପାରେ। ମନରେ ଶାନ୍ତି ଓ ପ୍ରସନ୍ନତା ରହିବ।

ମକର: ଘର-ପରିବାରରେ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଆତ୍ମସଂଯତ ରୁହନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ।

କୁମ୍ଭ: ଖର୍ଚ୍ଚ ବୃଦ୍ଧି ହେବ। ରୋଜଗାରର ଅବସର ମିଳିପାରେ। ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ମାନସିକ ଶାନ୍ତି ମିଳିବ।

ମୀନ: ଆତ୍ମବିଶ୍ୱାସ ଭରପୂର ରହିବ। ପରିବାରରେ ସୁଖ, ଶାନ୍ତି ରହିବ। କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ।

Leave A Reply

Your email address will not be published.