ରାଶିଫଳ

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ ନାହିଁ । ବ୍ୟବସାୟରେ ଭଲ ଲାଭ ମିଳିବ ।

ବୃଷ: କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି ହେବ । ଜୀବନରେ ବହୁତ ଖୁସି ହେବେ । ବ୍ୟବସାୟକୁ ଆହୁରି ବିସ୍ତାର କରିବେ । ଅଧିକ ଖର୍ଚ୍ଚ କରିପାରନ୍ତି ।

ମିଥୁନ: କାର୍ଯ୍ୟ କ୍ଷେତ୍ରରେ ଚାପର ସମ୍ମୁଖୀନ ହୋଇପାରନ୍ତି । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି କାର୍ଯ୍ୟରେ ପରିବାରର ପରାମର୍ଶ ନିଅନ୍ତୁ ।

କର୍କଟ: କାର୍ଯ୍ୟ କ୍ଷେତ୍ରରେ ସହକର୍ମୀମାନେ ସମ୍ପୂର୍ଣ୍ଣ ସମର୍ଥନ କରିବେ । ନିଜର ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନ ନେବାକୁ ପଡ଼ିବ ।

ସିଂହ: ଅଫିସରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯୁବଗୋଷ୍ଠୀ ବହୁତ କଠିନ ପରିଶ୍ରମ କରିବେ । ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ।

କନ୍ୟା: ମୁହଁର ସୁନ୍ଦରତା ପାଇଁ ସୌନ୍ଦର୍ଯ୍ୟ ପଦାର୍ଥ ବ୍ୟବହାର କରିପାରନ୍ତି । ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ । ବ୍ୟବସାୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ତୁଳା: କାଲି ବହୁତ ଭଲ ଦିନ ହେବ । ଆପଣ ବହୁତ ବ୍ୟସ୍ତ ରହିବେ । ସନ୍ଧ୍ୟାରେ କ୍ଳାନ୍ତ ଅନୁଭବ କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା: ଚାକିରିଆମାନେ ଅଫିସରେ କିଛି ଭଲ ଖବର ପାଇପାରନ୍ତି । ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇପାରନ୍ତି ।

ଧନୁ: ଲୋକମାନେ ଆପଣଙ୍କ ସରଳତାର ଲାଭ ଉଠାଇ ପାରନ୍ତି । ସେୟାର ବଜାରରେ ବୁଦ୍ଧିମାନ ଭାବରେ ଟଙ୍କା ବିନିଯୋଗ କରନ୍ତୁ ।

ମକର: କାର୍ଯ୍ୟ କ୍ଷେତ୍ରରେ ସନ୍ତୁଷ୍ଟ ରହିବେ । ଆପଣଙ୍କ କଥାକୁ ଅଧିକାରୀମାନେ ପ୍ରଶଂସା କରିବେ । ବ୍ୟବସାୟ ପ୍ରତି ସତର୍କ ରୁହନ୍ତୁ ।

କୁମ୍ଭ: ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ନିଜ ଖାଦ୍ୟପେୟ ପ୍ରତି ଯତ୍ନବାନ୍‌ ରୁହନ୍ତୁ । ଭଜା ଖାଦ୍ୟରୁ ଦୂରେଇ ରୁହନ୍ତୁ ।

ମୀନ: କର୍ମକ୍ଷେତ୍ରରେ ଆପଣ ବହୁତ ସମ୍ମାନ ପାଇପାରନ୍ତି । ବରିଷ୍ଠମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ନିଜ ଆଖିର ଯତ୍ନ ନିଅନ୍ତୁ ।

Roshni

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

16 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

31 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

44 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

44 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago