ରାଶିଫଳ

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା ଅଛି । ବାଣୀରେ ମଧୁରତା ରହିବ । ଚାକିରିରେ ପରିବର୍ତ୍ତନ ହୋଇପାରେ । ସ୍ୱଭାବରେ ଜିଦିପଣ ରହିପାରେ । ଧର୍ମ ପ୍ରତି ଶ୍ରଦ୍ଧାଭାବ ରହିବ ।

ବୃଷ: ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ମନରେ ନିରାଶାର ଭାବ ରହିବ । ଆଳସ୍ୟ ଅଧିକ ରହିପାରେ । ମିତ୍ରଙ୍କଠାରୁ ସହଯୋଗ ମିଳିବ । କଠିନ ପରିଶ୍ରମ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ପରିଶ୍ରମ ଅଧିକ ରହିବ ।

ମିଥୁନ: ପରିବାର ସହିତ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ । ମନରେ ନକାରାତ୍ମକତାର ପ୍ରଭାବ ପଡ଼ିପାରେ । ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ । ବ୍ୟବସାୟରେ ବୃଦ୍ଧି ଘଟିବ ।

କର୍କଟ: ସନ୍ତାନଙ୍କଠାରୁ ଖୁସି ଖବର ମିଳିବ । ଆତ୍ମବିଶ୍ୱାସରେ ଅଭାବ ରହିପାରେ । ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ପାଠପଢ଼ା ପ୍ରତି ରୁଚି ବଢ଼ିବ । ପରିବାରରେ ସୁଖ, ଶାନ୍ତି ରହିବ । ଅଧ୍ୟୟନରେ ରୁଚି ରହିବ । ଜଣେ ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି ।

ସିଂହ: ଅଧ୍ୟୟନରେ ରୁଚି ବଢ଼ିବ । ପାରିବାରିକ ଜୀବନ ସୁଖମୟ ରହିବ । ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ । ଆଜି ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିପାରେ । ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

କନ୍ୟା: ମାନସିକ ଶାନ୍ତି ରହିବ । ପରିଶ୍ରମ କରିବେ । ମନ ଅଶାନ୍ତ ରହିବ । ଆଳସ୍ୟ ଅଧିକ ହୋଇପାରେ । ଚାକିରିରେ ପରିବର୍ତ୍ତନର ଯୋଗ ରହିଛି । ମାନ ସମ୍ମାନ ମିଳିବ । ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ ।

ତୁଳା: ପାରିବାରିକ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ । ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ପରିଶ୍ରମ ଅଧିକ ରହିବ । କୌଣସି ସାଙ୍ଗଙ୍କ ସହଯୋଗରୁ ଚାକିରିର ଅବସର ମିଳିପାରେ । ପାରିବାରିକ ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ ।

ବିଛା: ଧାର୍ମିକ ସଙ୍ଗୀତ ପ୍ରତି ଆଗ୍ରହୀ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଆଜି ନିଜ କଥାବାର୍ତ୍ତା ସଂଯମତା ରକ୍ଷା କରନ୍ତୁ । ମନ ଶାନ୍ତ ରହିବ । ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ । ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ ।

ଧନୁ: ମା’ଙ୍କ ଆଶୀର୍ବାଦ ମିଳିବ । ପଠନ ପ୍ରତି ରୁଚି ବଢ଼ିବ । ସମ୍ମାନ ବୃଦ୍ଧି ହେବ । ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ବୃଦ୍ଧି ହେବ । ସୁସ୍ୱାଦୁ ଖାଦ୍ୟପେୟରେ ରୁଚି ବଢ଼ିପାରେ । ଆୟରେ ବୃଦ୍ଧି ହେବ, ସେପଟେ ଖର୍ଚ୍ଚ ମଧ୍ୟ ବଢ଼ିବ ।

ମକର: ସନ୍ତାନ ସୁଖ ବଢ଼ିବ । କୌଣସି ମିତ୍ରଙ୍କ ସହଯୋଗରୁ ଆୟ ବୃଦ୍ଧି ହେବ । ଆଜି କୌଣସି ରାଜନେତାଙ୍କ ସହ ଭେଟ ହୋଇପାରେ । ଯାତ୍ରା ଲାଭପ୍ରଦ ରହିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ । ଆୟର ସ୍ଥିତି ସନ୍ତୋଷଜନକ ରହିବ ।

କୁମ୍ଭ: ଦାମ୍ପତ୍ୟ ସୁଖ ବଢ଼ିବ । ପାରିବାରିକ ଜୀବନ ସୁଖମୟ ହେବ । ଆଜି ଆପଣଙ୍କୁ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ । କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁ ବି ଚିନ୍ତିତ ରହିବେ । ଆତ୍ମବିଶ୍ୱାସ ଭରପୂର ରହିବ । ସୁସ୍ୱାଦୁ ଖାଦ୍ୟପେୟ ପ୍ରତି ଆଗ୍ରହୀ ହେବେ ।

ମୀନ: ମନ ଶାନ୍ତ ରହିବ । ଚାକିରିରେ ପଦୋନ୍ନତି ଯୋଗ ରହିଛି । ଆଜି ଯାତ୍ରାରେ ଯିବାକୁ ପଡ଼ିପାରେ । ଆୟରେ ବୃଦ୍ଧି ହେବ । ମନ ପ୍ରସନ୍ନ ରହିବ । କିନ୍ତୁ କୌଣସି ଅଜଣା ଭୟକୁ ନେଇ ଚିନ୍ତିତ ହୋଇପାରନ୍ତି । ଆଜି କୌଣସି ସାଙ୍ଗଙ୍କର ସହଯୋଗ ମିଳିପାରେ ।

D Sonali

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

19 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

50 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

52 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

55 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago