ରାଶିଫଳ

ଭାଗ୍ୟଫଳ: ଆଜି ସମସ୍ତଙ୍କ ପାଇଁ ଦିନଟି ଅନୁକୂଳ ରହିବ, ଆର୍ଥିକ ସ୍ଥିତି ଦୃଢ଼ ହେବ

ମେଷ: କୌଣସି ବିବାଦ ଭିତରକୁ ଯାଆନ୍ତୁ ନାହିଁ। ନୂଆ ଆର୍ଥିକ ଯୋଜନାର ଲାଭ ଉଠାଇବାକୁ ଚେଷ୍ଟା କରିପାରନ୍ତି। ଚାକିରିଆମାନଙ୍କୁ କାର୍ଯ୍ୟରେ ଶୀଘ୍ର ସଫଳତା ମିଳିବ ନାହିଁ।

ବୃଷ: ଆଜି ଆପଣ ଭାବପ୍ରବଣ ରହିବେ। ନିଜର ପ୍ରିୟଙ୍କୁ କୌଣସି ସରପ୍ରାଇଜ୍‌ ଦେଇପାରନ୍ତି। ମନ ଖୁସି ରଖିବାକୁ ଚେଷ୍ଟା କରନ୍ତୁ। ଖାଦ୍ୟପେୟର ଧ୍ୟାନ ନିଅନ୍ତୁ।

ମିଥୁନ: ଆଜି ଆପଣ ମଉଜ ମସ୍ତିରେ ବ୍ୟସ୍ତ ରହିବେ। ସାଙ୍ଗଙ୍କ ସହିତ ବାହାରକୁ ଯିବାକୁ ଯୋଜନା କରିବେ। ଆଜିର ଦିନ ଆନନ୍ଦରେ ଭରପୂର ରହିବ।

କର୍କଟ: ବ୍ୟବସାୟ ସ୍ଥଳରେ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ପରିବାରରେ ଶାନ୍ତି ରହିବ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ।

ସିଂହ: କ୍ରୋଧ ଉପରେ ସଂଯମ ରଖନ୍ତୁ। ପରିବାରରେ କିଛି ଚିନ୍ତା ରହିପାରେ। ମାକସିନ ଅଶାନ୍ତି ରହିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି।

କନ୍ୟା: ଆଜି ଶାରୀରିକ ଦୁର୍ବଳତା ରହିବ। ଚିନ୍ତା ଯୋଗୁ କାମରେ ମନ ଲାଗିବ ନାହିଁ। ଧନ ହାନି ହେବାର ଆଶଙ୍କା ରହିଛି। କାର୍ଯ୍ୟରେ ସଫଳତା ମିଳିବ ନାହିଁ।

ତୁଳା: କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ହେବ। କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। ସାମାଜିକ ସ୍ତରରେ ମାନ ସମ୍ମାନ ପାଇବେ।

ବିଛା: ପରିବାର ସଦସ୍ୟଙ୍କ ସହିତ ମତଭେଦର ସ୍ଥିତି ଆସିପାରେ। ବାଣୀ ଉପରେ ସଂଯମ ରଖନ୍ତୁ। କାର୍ଯ୍ୟରେ ଆଶାନୁରୂପ ସଫଳତା ମିଳିବ ନାହିଁ। କାର୍ଯ୍ୟ ଭାର ଅଧିକ ହେବ।

ଧନୁ: ଆଜିର ଦିନ ଶୁଭ ଫଳଦାୟୀ ରହିବ। ଆଜି ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। ଆର୍ଥିକ ରୂପରେ ଆପଣଙ୍କୁ ଫାଇଦା ମିଳିବ। ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରଫୁଲ୍ଲିତ ରହିବେ।

ମକର: ଆଜି ଅତ୍ୟଧିକ କ୍ରୋଧ ରହିବ। ବିବାଦଠାରୁ ଦୂରେଇ ରୁହନ୍ତୁ। ମନରେ ଚିନ୍ତା ରହିପାରେ। ପାରିବାରିକ ପରିବେଶ ସୁଖଦ ଏବଂ ଶାନ୍ତ ରହିବ।

କୁମ୍ଭ: ଆଜିର ଦିନ ଲାଭଦାୟକ ହେବ। ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ। ଏହାର ଫଳସ୍ୱରୂପ ମାନ, ସମ୍ମାନ ମଧ୍ୟ ବୃଦ୍ଧି ପାଇବ।

ମୀନ: ଆଜି ଚାକିରିଆ ଲୋକଙ୍କ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ। ଯଦିଓ କାର୍ଯ୍ୟର ଅତିରିକ୍ତ ଭାର ଆପଣଙ୍କ ପାଖରେ ରହିବ। ବାପାଙ୍କଠାରୁ ଆର୍ଥିକ ଲାଭ ପାଇବେ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

30 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

32 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

39 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

48 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

48 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago