ରାଶିଫଳ

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ । ପରିବାରରେ ଖୁସି ରହିବ । ସନ୍ଧ୍ୟା ସମୟ ପିଲାଙ୍କ ସହ ଖେଳରେ ବିତିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । କଳା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ ।

ବୃଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିବ । ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏହିପରି ଆପଣଙ୍କ ଦିନଟି ଭଲରେ କଟିବ ।

ମିଥୁନ: ଆଜି ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ହଠାତ୍ ଖୁସି ଖବର ମିଳିବ । ଆପଣ କିଛି ଘରର ଜିନିଷ କିଣିବେ । ମାତାପିତା ପିଲାଙ୍କ ପାଠପଢାରେ ସାହାଯ୍ୟ କରିବେ । କୌଣସି କାମରେ ଜୀବନସାଥି ସାହାଯ୍ୟ କରିବେ । କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ ।

କର୍କଟ: ବେପାରିମାନଙ୍କୁ କୌଣସି ନୂଆ କମ୍ପାନୀ ସହ କାମ କରିବାର ସୁଯୋଗ ମିଳିବ । ଗୀତିକରଙ୍କୁ ବଡ ଅଫର ମିଳିବାର ଯୋଗ ରହିଛି । ସମ୍ପର୍କକୁ ସଦୃଢ କରିବା ପାଇଁ ଚେଷ୍ଟା କରିବେ । ନିଜ ଆଖପାଖର ଲୋକେ କୌଣସି କାର୍ଯ୍ୟରେ ବିରୋଧ କରିବେ । ଜୀବନସାଥିଙ୍କ ସହ ତାଳମେଳ ରହିବ । ଲଭ୍ମେଣ୍ଟ୍ଙ୍କୁ ହଠାତ୍ ଉପହାର ମିଳିବ ।

ସିଂହ: ଅଫିସ୍ରେ ଅଧିକ ସମୟ ଦେବା ଯୋଗୁ ଅଟକିଥିବା କାମ ପୂରା ହେବ । କୌଣସି ପ୍ରକାରର ବିବାଦରୁ ବଞ୍ଚିବା ପାଇଁ ଚେଷ୍ଟା କରିବେ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ବହୁତ ଦିନରୁ ହେଉଥିବା ସମସ୍ୟାର ସମାଧାନ ହୋଇଯିବ । ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ । ପିଲାମାନେ ପଢାପଢିରେ ମନ ଦେବେ ।

କନ୍ୟା: ଆପଣଙ୍କ ଆର୍ଥିକ ସ୍ଥିତି ସଦୃଢ ରହିବ । କୌଣସି ସାଙ୍ଗ ସହ ପାର୍ଟି କରିବା ପାଇଁ ଇଚ୍ଛା କରିବେ । ଅଫିସ୍ରେ କାମକୁ ନେଇ ବସ୍ ଆପଣଙ୍କର ପ୍ରଶଂସା କରିବେ । ମନରେ ନୂଆ ନୂଆ ବିଚାର ଆସିବ । ବ୍ୟବସାୟରେ ଯେକୌଣସି କାମ ହାତକୁ ନେବେ, ସେଥିରେ ସଫଳତା ମିଳିବ । ପାରିବାରିକ ସମ୍ପର୍କରେ ନୂତନ ମୋଡ ଆସିବ ।

ତୁଳା: ବେପାରକୁ ଆଗକୁ ନେବା ପାଇଁ କିଛି ନୂଆ ଉପାୟ ଚିନ୍ତା କରିବେ । କୌଣସି କାର୍ଯ୍ୟରେ ମିତ୍ରଙ୍କ ଉପଦେଶ ଯୋଗୁ ଲାଭବାନ ହେବେ । କିଛି ନୂଆ କାମ କରିବା ପାଇଁ ଯୋଜନା କରିବେ । ଆୟରେ ବୃଦ୍ଧି ହେବ । ବାସନ ବିକ୍ରି କରୁଥିବା ଲୋକମାନଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି ।

ବିଛା: ବ୍ୟବସାୟରେ ହଠାତ୍ ଧନ ପ୍ରାପ୍ତି ହେବ । ଅଫିସ୍ରେ ସହକର୍ମୀ କାର୍ଯ୍ୟରେ ସାହାଯ୍ୟ କରିବେ । କୌଣସି ନୂଆ ବନ୍ଧୁ ହେବେ, ଯିଏ ଆଗାମୀ ସମୟରେ ସାହାଯ୍ୟ କରିବେ । ପିଲାଙ୍କ ପାଇଁ କିଛି ଖୁସି ଖବର ମିଳିବ । ବହୁତ ଜରୁରୀ ଥିଲେ ଯାତ୍ରା କରନ୍ତୁ, ନଚେତ୍ ଯାତ୍ରା ନ କରିବା ଭଲ। ଜୀବନସାଥି ଆପଣଙ୍କ ବ୍ୟବହାର ଯୋଗୁ ଖୁସି ହେବେ ।

ଧନୁ: ଘରେ ପୂଜାପର୍ବ ଆୟୋଜନ ପାଇଁ ଇଚ୍ଛା କରିବେ । କିଛି ଲୋକଙ୍କ ଖରାପ ବ୍ୟବହାର ଯୋଗୁ ଆପଣଙ୍କ ମନ ଦୁଃଖ ରହିବ, ହେଲେ ଶୀଘ୍ର ସବୁ ଠିକ୍ ହୋଇଯିବ । ଆଜି ଆପଣଙ୍କ ଦିନ ବହୁତ ଖାସ୍ ରହିବ । ଲଭ୍ମେଟଙ୍କ ପାଇଁ ଦିନଟି ଭଲ ରହିବ । ବିବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ ।

ମକର: ମହିଳାମାନେଙ୍କୁ ନିଜ ଜିନିଷର ଧ୍ୟାନ ରଖିବାକୁ ପଡିବ ନଚେତ୍ ହଜିବାର ସମ୍ଭାବନା ରହିଛି । ଯେକୌଣସି କାର୍ଯ୍ୟ ହେଉ ମାତାପିତାଙ୍କ ଆଶୀର୍ବାଦ ରହିବ । ବିଦ୍ୟାର୍ଥଙ୍କ ପାଇଁ ଦିନଟି ଭଲ ରହିବ । କାହାସହ କଥା ହେବା ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିବେ । ଆପଣ ଅନ୍ୟ କାହା ଉପରେ ନିଜର ପ୍ରଭାବ ପକାଇବା ପାଇଁ ପ୍ରୟାସ କରିବେ ।

କୁମ୍ଭ: ଆପଣଙ୍କୁ ଆଜି କାହା ଠାରୁ ବ୍ୟବସାୟ ସମ୍ବନ୍ଧୀୟ ଭଲ ପରାମର୍ଶ ମିଳିବ, ଯାହାଦ୍ୱାରା ଆପଣ ଲାଭବାନ ହେବେ । ପିଲାମାନଙ୍କ ଠାରୁ ଖୁସି ମିଳିବ । ଧନ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭମୟ । ଦାମ୍ପତ୍ୟ ଜୀବନରେ ଝଗଡା ଥିଲେ ଠିକ୍ ହୋଇଯିବ ।

ମୀନ: ଆଜି ଆପଣଙ୍କୁ ପରିବାରର ସେହ୍ନ ଓ ସହଯୋଗ ମିଳିବ । କୌଣସି ସାଙ୍ଗ ଠାରୁ ସହାୟତା ମିଳିବ । ବେପାରରେ ଅର୍ଥ ଲାଭ ହେବ, ଯେଉଁଥିପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ । ଅଫିସ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବେ । ଆପଣଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବାକୁ ପଡିବ । ପିଲାମାନଙ୍କୁ ଉପହାର ମିଳିବ । ଏହିପରି ଦିନଟି ଭଲରେ କଟିବ ।

D Sonali

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

13 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

44 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

46 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

49 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

56 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago