ରାଶିଫଳ

ଆଜିର ରାଶିଫଳ: ବ୍ୟବସାୟିକ ସ୍ଥିତିରେ ସୁଧାର ଆସିବ, ମନ ଖୁସି ରହିବ

ମେଷ: କଥାବାର୍ତ୍ତାରେ ସନ୍ତୁଳିତ ରୁହନ୍ତୁ। ମନ ଚିନ୍ତିତ ହୋଇପାରେ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ପରିଶ୍ରମ ଅଧିକ ହେବ।

ବୃଷ: ମନ ଖୁସି ରହିବ। ପରିବାରର ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ସମସ୍ୟା ଆସିପାରେ। ବ୍ୟବସାୟିକ ସ୍ଥିତିରେ ସୁଧାର ଆସିବ।

ମିଥୁନ: ବ୍ୟବସାୟିକ କାର୍ଯ୍ୟରେ ରୁଚି ବଢ଼ିବ। ପରିବାରରେ ସୁଖ, ଶାନ୍ତି ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାଣୀରେ ମଧୁରତା ଆସିବ।

କର୍କଟ: ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। କୌଣସି ରାଜନେତାଙ୍କୁ ଭେଟି ପାରନ୍ତି। ବ୍ୟସ୍ତତା ବଢ଼ିବ। ଆୟ ବୃଦ୍ଧି ହେବ।

ସିଂହ: କଥାବାର୍ତ୍ତାରେ ସନ୍ତୁଳିତ ରୁହନ୍ତୁ। ସମ୍ପତ୍ତି ବଢ଼ିପାରେ। ବାପାଙ୍କଠାରୁ ଟଙ୍କା ମିଳିପାରେ। ମନ ଖୁସି ରହିବ। ଭବନ ସୁଖ ପ୍ରାପ୍ତ ହେବ।

କନ୍ୟା: ମନରେ ଆଶା ଓ ନିରାଶାର ଭାବ ରହିପାରେ। ପରିବାରର ସାଥ୍‌ ମିଳିବ। ଚାକିରିରେ ଅଫିସରଙ୍କ ସହଯୋଗ ମିଳିବ। ଆୟ ବଢ଼ିବ।

ତୁଳା: ମନ ଅଶାନ୍ତ ରହିବ। ଆତ୍ମବିଶ୍ୱାସରେ ଅଭାବ ରହିବ। ପରିବାର ସହିତ ଧାର୍ମିକ ସ୍ଥାନ ଯାତ୍ରା କରିପାରନ୍ତି। କ୍ରୋଧରୁ ଦୂରେଇ ରୁହନ୍ତୁ।

ବିଛା: ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି। ରୋଜଗାରର ଅବସର ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ଧନୁ: ଧୌର୍ଯ୍ୟଶୀଳତା ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ମନ ପ୍ରସନ୍ନ ରହିବ। ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଉନ୍ନତି ଯୋଗ ରହିଛି।

ମକର: ମିତ୍ରଙ୍କ ସହଯୋଗ ମିଳିବ। ମାନସିକ ଶାନ୍ତି ରହିବ। ଭବନ ସୁଖ ପ୍ରାପ୍ତି ହେବ। ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ଅଧିକ ଖର୍ଚ୍ଚ ହେବ।

କୁମ୍ଭ: ମନ ଚିନ୍ତିତ ରହିବ। ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ବାଦ ବିବାଦ ଏବଂ ଝଗଡ଼ାଠାରୁ ଦୂରେଇ ରୁହନ୍ତୁ।

ମୀନ: ପରିବାରର ଦାୟିତ୍ୱ ବଢ଼ିପାରେ। ଭାଇମାନଙ୍କ ସମର୍ଥନ ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ବାପାଙ୍କ ସମର୍ଥନ ପାଇବେ।

Roshni

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

12 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

58 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago