ଆଜିର ରାଶିଫଳ: ସାଙ୍ଗଠାରୁ ସାହାଯ୍ୟ ମିଳିବ, ଅଫିସ୍‌ରେ କାମର ପ୍ରଶଂସା ହେବ

ଆର୍ଥିକ ମାମଲାରେ ପ୍ରଗତି ହେବ। ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ପ୍ରତିଷ୍ଠା ବଢ଼ିବ। ଧାର୍ମିକ କାର୍ଯ୍ୟ ପ୍ରତି ଆକୃଷ୍ଠ ହେବେ। ସମ୍ମାନ ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମେଷ: ଆର୍ଥିକ ମାମଲାରେ ପ୍ରଗତି ହେବ। ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ।

ବୃଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ। ଧାର୍ମିକ କାର୍ଯ୍ୟ ପ୍ରତି ଆକୃଷ୍ଠ ହେବେ। ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ଅଯଥା ଖର୍ଚ୍ଚଠୁ ଦୂରେଇ ରୁହନ୍ତୁ। ଦ୍ୱନ୍ଦ୍ୱରେ ରହିବେ। ଆର୍ଥିକ ମାମଲାରେ ରିସ୍କ ନିଅନ୍ତୁ ନାହିଁ। ପାରିବାରିକ ପ୍ରତିଷ୍ଠା ବଢ଼ିବ।

କର୍କଟ: ସମ୍ପର୍କ ମଜଭୁତ ହେବ। ସନ୍ତାନର ଦାୟିତ୍ୱ ପୂରଣ କରିବେ। ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ ଚାଲୁଥିବା ପ୍ରୟାସ ସାର୍ଥକ ହେବ।

ସିଂହ: ମହିଳା ଅଧିକାରୀଙ୍କ ସହଯୋଗ ମିଳିବ। ଧନ, ଯଶ, କୀର୍ତ୍ତି ବଢ଼ିବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

କନ୍ୟା: ସମ୍ପର୍କ ଦୃଢ଼ ହେବ। ପାରିବାରିକ ଜୀବନ ସୁଖମୟ ହେବ। ମାଙ୍ଗଳିକ କିମ୍ବା ସାଂସ୍କୃତିକ ଉତ୍ସବରେ ଭାଗ ନେବେ।

ତୁଳା: ବ୍ୟବସାୟିକ ପ୍ରୟାସ ସାର୍ଥକ ହେବ। ଧନ, ଯଶ, କୀର୍ତ୍ତି ବଢ଼ିବ। ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢ଼ିବ।

ବିଛା: ଜୀବନସାଥୀଙ୍କ ସହଯୋଗ ମିଳିବ। ସମ୍ପର୍କରେ ଚାପ କିମ୍ବା ବିବାଦର ସ୍ଥିତି ଉପୁଜିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ଧନୁ: ଆର୍ଥିକ ପକ୍ଷ ମଜଭୁତ ହେବ। ଗୃହ ଉପଯୋଗୀ ବସ୍ତୁ ବୃଦ୍ଧି ପାଇବ। ରଚନାତ୍ମକ କାର୍ଯ୍ୟରେ ପ୍ରଗତି ହେବ।

ମକର: ବ୍ୟବସାୟିକ ପ୍ରୟାସ ଫଳୀଭୂତ ହେବ। ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ କରିଥିବା ଶ୍ରମ ସାର୍ଥକ ହେବ। ପାରିବାରିକ ଜୀବନ ସୁଖମୟ ହେବ।

କୁମ୍ଭ: ଆର୍ଥିକ ମାମଲାରେ ସଫଳତା ମିଳିବ। ମାଙ୍ଗଳିକ କିମ୍ବା ସାଂସ୍କୃତିକ ଉତ୍ସବରେ ଭାଗ ନେବେ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

ମୀନ: ମୈତ୍ରୀ ସମ୍ବନ୍ଧ ପ୍ରଗାଢ଼ ହେବ। ଭାଇ, ଭଉଣୀଙ୍କ ସମ୍ପର୍କ ଦୃଢ଼ ହେବ। ଯାତ୍ରା ସ୍ଥିତି ସୁଖଦ ହେବ। ଜୀବିକା କ୍ଷେତ୍ରରେ ଉନ୍ନତି କରିବେ।