ଆଜିର ରାଶିଫଳ : ଜାଣନ୍ତୁ ଆଜି ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ : ମନ ଚିନ୍ତିତ ରହିବ । ଅଯଥା ବିବାଦଠାରୁ ଦୂରେଇ ରୁହନ୍ତୁ । ଚାକିରିରେ ପଦୋନ୍ନତି ସୁଯୋଗ ରହିଛି । ମନ ଶାନ୍ତ ରହିବ ।

ବୃଷ: ମା’ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବ୍ୟବସାୟରେ କଠିନ ପରିଶ୍ରମ କରିବେ । ବ୍ୟବସାୟରେ ବୃଦ୍ଧି ଘଟିବ । ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ ।

ମିଥୁନ : ମନରେ ଶାନ୍ତି ଏବଂ ପ୍ରସନ୍ନତାର ଭାବ ରହିବ । ଖର୍ଚ୍ଚ ବୃଦ୍ଧି ପାଇବ । ଶୈକ୍ଷିକ କାର୍ଯ୍ୟରେ ଉତ୍ତମ ଫଳ ପାଇବେ । ଆତ୍ମବିଶ୍ୱାସ ବଢ଼ିବ ।

କର୍କଟ : ବାଣୀରେ ମଧୁରତା ରହିବ । ମନ ଅଶାନ୍ତ ରହିପାରେ । ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ସିଂହ : ମାନସିକ ଶାନ୍ତି ରହିବ । କଥାବାର୍ତ୍ତାରେ ସଂଯତ ରୁହନ୍ତୁ । ଚାକିରିରେ ଅତିରିକ୍ତ ଦାୟିତ୍ୱ ମିଳିବ । ସ୍ଥାନ ପରିବର୍ତ୍ତନ ହୋଇପାରେ । ଖର୍ଚ୍ଚ ବଢ଼ିବ ।

କନ୍ୟା : ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ । ଖର୍ଚ୍ଚ ବୃଦ୍ଧି ପାଇବ । ବନ୍ଧୁଙ୍କ ସମର୍ଥନ ପାଇବେ ।

ତୁଳା : ପରିବାରଠାରୁ ଦୂରକୁ ଯିବାକୁ ପଡ଼ିପାରେ । ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ । ଭାଇଭଉଣୀଙ୍କ ସମର୍ଥନ ପାଇବେ । ଚିକିତ୍ସା ଖର୍ଚ୍ଚ ବଢ଼ିପାରେ ।

ବିଛା : ପରିବାରରେ ସମ୍ମାନ ପାଇବେ । ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ । ପରିବାରରେ ଶୁଭ କାର୍ଯ୍ୟ ହେବ । ସାଥୀଙ୍କ ସମର୍ଥନ ମିଳିବ ।

ଧନୁ : ପରିବାରର ସମର୍ଥନ ପାଇବେ । ମାନସିକ ଶାନ୍ତି ରହିବ । ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ସୁଖଦ ଖବର ମିଳିପାରେ । ସମ୍ମାନ ମିଳିବ ।

ମକର : କୌଣସି ସାଙ୍ଗଙ୍କ ସହଯୋଗରୁ ରୋଜଗାରର ଅବସର ମିଳିବ । ଆୟ ବୃଦ୍ଧି ପାଇବ । ଯାତ୍ରା ଖର୍ଚ୍ଚ ବଢ଼ିପାରେ । ମା’ଙ୍କଠାରୁ ଟଙ୍କା ପାଇବେ ।

କୁମ୍ଭ : ଶୈକ୍ଷିକ କାର୍ଯ୍ୟରେ ଉତ୍ତମ ପରିଣାମ ପାଇବେ । ମାନ ସମ୍ମାନ ପ୍ରାପ୍ତି ହେବ । ଆୟ ବଢ଼ିବ । ସାଙ୍ଗଙ୍କ ସମର୍ଥନ ପାଇବେ । ଖର୍ଚ୍ଚ ବଢ଼ିବ ।

ମୀନ : ମନରେ ଅସନ୍ତୋଷ ଭାବ ରହିବ । ବ୍ୟବସାୟରେ କଠିନ ପରିଶ୍ରମ କରିବେ । ପାରିବାରିକ ଜୀବନ ସୁଖମୟ ରହିବ । ଖୁସି ଖବର ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like