ରାଶିଫଳ

ସାଙ୍ଗ ସହିତ ଚାଲିଥିବା ପୁରୁଣା ଝଗଡ଼ା ସମାପ୍ତ ହେବ; ସାଥୀଙ୍କଠାରୁ ମିଳିବ ସରପ୍ରାଇଜ୍‌…ଜାଣନ୍ତୁ ଆଜି ଆପଣଙ୍କର ରାଶିଫଳ

ମେଷ: ସ୍କୁଲ ଛାତ୍ରମାନେ ଆଜି କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ଘରେ ଚିନ୍ତାର ସ୍ଥିତି ଉତ୍ପନ୍ନ ହୋଇପାରେ, କିନ୍ତୁ ଲଢ଼େଇ ଝଗଡ଼ା ହେବ ନାହିଁ। ତେବେ ଆପଣଙ୍କୁ ଏଥିରେ ଡରିବାର କୌଣସି କାରଣ ନାହିଁ। ଭାବିଚିନ୍ତି ହିଁ ସମସ୍ୟାର ସମାଧାନ କରନ୍ତୁ।

ବୃଷ: ଯେଉଁମାନଙ୍କ ବିବାହକୁ କିଛି ଦିନ ବିତିଛି, ସେମାନଙ୍କୁ କୌଣସି କଥାର ଡର ରହିବ। ଯଦିଓ ଏହା ଏକ ଅନାବଶ୍ୟକ ଭୟ ହେବ, କିନ୍ତୁ ତଥାପି ଆପଣ ଭୟଭୀତ ରହିବେ।

ମିଥୁନ: ଯଦି କୌଣସି ସାଙ୍ଗ ସହିତ ପୁରୁଣା ଝଗଡ଼ା ଚାଲିଛି, ତ ଏହା ସମାପ୍ତ ହେବ। କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ, କିନ୍ତୁ ଆପଣ ସେଗୁଡ଼ିକୁ ସହଜରେ ସ୍ୱୀକାର କରିନେବେ।

କର୍କଟ: ଯଦି ଆପଣ କେଉଁଆଡ଼େ ବୁଲିବାକୁ ଯାଉଛନ୍ତି, ତା’ ହେଲେ ଏହାକୁ ଏଡାଇ ଦିଅନ୍ତୁ, ନଚେତ୍ ପରିବାରରେ କିଛି ସମସ୍ୟା ହୋଇପାରେ। ଛାତ୍ରମାନେ ଆଜି ସେମାନଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

ସିଂହ: ଆପଣଙ୍କୁ ନିଜ ସାଥୀଙ୍କଠାରୁ କିଛି ସରପ୍ରାଇଜ୍‌ ମିଳିପାରେ। ପ୍ରେମ ସଂପର୍କରେ ଦୃଢ଼ ହେବ ଏବଂ ଆଜି ତାଙ୍କ ସହିତ କେଉଁଆଡ଼େ ଯିବାର ଯୋଜନା ପ୍ରସ୍ତୁତ ହୋଇପାରେ।

କନ୍ୟା: ଯଦି ଆପଣ ଅନେକ ଦିନରୁ ଚାକିରି ଖୋଜୁଛନ୍ତି, ତ ଆଜି ଆପଣଙ୍କୁ ଅନେକ ଅଫର ଆସିପାରେ। ଏଥିପାଇଁ ଆପଣଙ୍କ ଧ୍ୟାନ ଚାରିଆଡ଼େ ରଖନ୍ତୁ ଏବଂ ଭାବିଚିନ୍ତି ହିଁ କୌଣସି ନିଷ୍ପତ୍ତି ନିଅନ୍ତୁ।

ତୁଳା: ବ୍ୟବସାୟରେ ବହୁତ ଲାଭ ହୋଇପାରେ, କିନ୍ତୁ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ଏହାକୁ ଆପଣଙ୍କଠାରୁ ଛଡ଼ାଇବାକୁ ଚେଷ୍ଟା କରିବେ। ତେଣୁ ସତର୍କ ରୁହନ୍ତୁ। ଆଜି ଆପଣଙ୍କ କୁଣ୍ଡଳୀରେ ଧନ ଲାଭର ପ୍ରବଳ ସମ୍ଭାବନା ରହିଛି।

ବିଛା: ଘରେ କିଛି କଥାକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ପାରସ୍ପରିକ ବୁଝାମଣା ସହିତ ମାମଲା ଜଲ୍‌ଦି ସମାଧାନ ହୋଇଯିବ। ଆପଣ ଏହି ସମୟରେ ଖୋଲିକି କଥା ହୁଅନ୍ତୁ। ବିବାଦର ସମାଧାନ ହୋଇଯିବ। ଆପଣ ବି ଶାନ୍ତିରେ ରହିବେ।

ଧନୁ: କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଯଦି ସେମାନଙ୍କର କୌଣସି ପ୍ରୋଜେକ୍ଟରେ ଅସୁବିଧା ହେଉଛି, ତା’ ହେଲେ ଆଜି ସେମାନଙ୍କୁ ନିଜ ସିନିୟରଙ୍କଠାରୁ ସହଯୋଗ ମିଳିବ। ସେମାନଙ୍କ ମାର୍ଗଦର୍ଶନ ଆପଣଙ୍କ କାମରେ ଆସିବ।

ମକର: ଥଣ୍ଡା, ସର୍ଦ୍ଦିର ସମସ୍ୟା ହୋଇପାରେ, କିନ୍ତୁ ଚିନ୍ତା କରନ୍ତୁ ନାହିଁ, କାହିଁକି ନା, ଏହା ସ୍ୱାଭାବିକ ରହିବ। ତଥାପି ଆପଣଙ୍କୁ ବହୁତ ସାବଧାନ ରହିବା ଉଚିତ ଏବଂ ନିଜ ପରିବାର ସଦସ୍ୟଙ୍କୁ ବି ଏହି କଥା କହିବା ଉଚିତ୍।

କୁମ୍ଭ: ଆପଣଙ୍କର ସମ୍ପର୍କ କେଉଁଆଡ଼େ ଚାଲିପାରେ, କିନ୍ତୁ ଆପଣଙ୍କ ବାପା ଏଥିରେ ଅଧିକ ଖୁସି ଦେଖାଯିବେ ନାହିଁ। ଏମିତିରେ ଆପଣ ଏହି ବିଷୟରେ ତାଙ୍କ ସହିତ ଖୋଲାଖୋଲି ଭାବରେ କଥାବର୍ତ୍ତା ହୁଅନ୍ତୁ ଏବଂ ତାଙ୍କ ମନର କଥା ଜାଣନ୍ତୁ।

ମୀନ: ଘରେ ଧାର୍ମିକ ଆୟୋଜନର ସଙ୍କେତ ରହୁଛି। ପରିବାରରେ କିଛି କଥାକୁ ନେଇ ଆପଣ ଖୁସି ରହିବେ। ଆପଣ ନିଜ ଭାଇଭଉଣୀଙ୍କ ପାଇଁ କିଛି ନୂଆ କରିବାକୁ ଚେଷ୍ଟା କରି ପାରନ୍ତି। ଏହାଦ୍ୱାରା ଆପଣଙ୍କ ଭାଇଭଉଣୀମାନେ ଆପଣଙ୍କ ଉପରେ ଖୁସି ହୋଇଯିବେ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

47 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago