ଆଜି କାହାର କେମିତି କଟିବ ଦିନ, କିଏ ହେବେ ମାଲାମାଲ; ଜାଣନ୍ତୁ ଆଜିର ଭାଗ୍ୟଫଳ
ଆଜି ଆପଣ ନିଜର ନିଷ୍ପତ୍ତି ଉପରେ ଦୃଢ଼ ରହିବେ। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ଅଟକିଥିବା ଟଙ୍କା ମିଳିପାରେ। ଆଜିର ଦିନ ଠିକ୍ଠାକ୍ ରହିବ। ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ।
ମେଷ: ଆଜି ଆପଣ ନିଜ ନିଷ୍ପତ୍ତି ଉପରେ ଦୃଢ଼ ରହିବେ। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଅଟକିଥିବା ଟଙ୍କା ମିଳିପାରେ।
ବୃଷ: ଆପଣଙ୍କ ପାଇଁ ଆଜିର ଦିନ ଠିକ୍ଠାକ୍ ରହିବ। ନିଜ କାମ ଉପରେ ଫୋକସ୍ ରଖିବେ। ଆପଣ ଅସୁସ୍ଥ ହୋଇପାରନ୍ତି।
ମିଥୁନ: ଆଜି ଆପଣ ପରିବାର ସହିତ ମୁଭି ଦେଖିବା ପାଇଁ ପ୍ଲାନ୍ କରିପାରନ୍ତି। ପୁରୁଣା କଥା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ। ଟଙ୍କା ଲେଣଦେଣରୁ ଦୂରେଇ ରୁହନ୍ତୁ।
କର୍କଟ: ଆଜି କାମର ଚାପ ଏବଂ ଘରୋଇ ମତାନ୍ତର ଚିନ୍ତାର କାରଣ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାନ୍ତୁ। ଶନିଦେବଙ୍କ କୃପାରୁ ହଠାତ୍ ବହୁତ ବଡ଼ ଫାଇଦା ହୋଇପାରେ।
କନ୍ୟା: ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ଏକ ନୂଆ ପରିବର୍ତ୍ତନ ଆସିବ, ଯାହା ସେମାନଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।
ତୁଳା: ତୁଳା ରାଶିର ଲୋକଙ୍କୁ ଆଜି ସ୍ୱାସ୍ଥ୍ୟକୁ ନେଇ ଟିକେ ସଚେତନ ରହିବାର ଆବଶ୍ୟକ ହେବ। ସୁଖମୟ ଜୀବନର ଝଲକ ଦେଖିବାକୁ ମିଳିବ।
ବିଛା: ଆଜିର ଦିନ ଆପଣଙ୍କ ପାଇଁ ବଢ଼ିଆ ରହିବ। ଆପଣ ଘର ପରିବାର ଉପରେ ପୂରା ଧ୍ୟାନ ଦେବେ। ଆଜି ଆପଣଙ୍କ ପ୍ରିୟଙ୍କ ମୁଡ୍ ଖରାପ ହୋଇପାରେ।
ଧନୁ: ଆଜି ଆପଣ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ପୂରା କରିବାରେ ସଫଳ ହେବେ। ଘରର ପରିବେଶ ସୁଖଦ ରହିବ। ଆପଣଙ୍କୁ ଭାଗ୍ୟର ପୂରା ସାଥ୍ ମିଳିବ।
ମକର: ଆଜି ବିଦ୍ୟାର୍ଥୀମାନଙ୍କୁ ନିଜର ଲକ୍ଷ୍ୟ ହାସଲ କରିବାରେ ଅଳ୍ପ ବହୁତ ପରିଶ୍ରମ କରିବାକୁ ପଡିପାରେ। କୌଣସି ନୂଆ କାର୍ଯ୍ୟର ଆୟୋଜନ ସଫଳତାପୂର୍ବକ କରିପାରିବେ।
କୁମ୍ଭ: ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ। ଖର୍ଚ୍ଚ ନିଶ୍ଚିତ ଭାବରେ ବୃଦ୍ଧି ପାଇବ, କିନ୍ତୁ ଆୟର ବୃଦ୍ଧି ହେତୁ ମନ ଖୁସି ରହିବ ଏବଂ କୌଣସି ବୋଝ ପଡ଼ିବ ନାହିଁ।
ମୀନ: ଆଜି ପାରିବାରିକ ମାମଲାକୁ ନେଇ ଟିକେ ଏଣେତେଣେ ହେବାକୁ ପଡ଼ିବ। ଅଫିସ୍ରେ କାମ ଧିମା ଗତିରେ ପୂରା ହେବ। ଆଜି କୌଣସି କଥାକୁ ନେଇ ଭାଇ ଭଉଣୀଙ୍କ ସହ ମତାନ୍ତର ହୋଇପାରେ।