ଆଜିର ରାଶିଫଳ: ପରିଶ୍ରମର ଫଳ ପାଇବେ, ରୋଜଗାରର ଅବସର ମିଳିବ

ଆଜି ଆପଣଙ୍କୁ ଲାଭ ମିଳିବ। ରୋଜଗାରର ଅବସର ମିଳିପାରେ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପାଇବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଅଫିସ୍‌ରେ କିଛି ନୂଆ କରିବାକୁ ମଉକା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମେଷ: ଆଜି ଆପଣଙ୍କୁ ଲାଭ ମିଳିବ। ରୋଜଗାରର ଅବସର ମିଳିପାରେ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପାଇବେ।

ବୃଷ: ଆର୍ଥିକ ସ୍ଥିତି ଦୃଢ଼ ହେବ। ଅଫିସ୍‌ରେ କିଛି ନୂଆ କରିବାକୁ ମଉକା ମିଳିବ। ପରିଶ୍ରମର ଫଳ ମିଠା ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ଲଭ୍‌ମେଟ କେଉଁଆଡ଼େ ବୁଲିଯିବାକୁ ପ୍ଲାନ୍‌ କରିବେ। ମା’, ବାପାଙ୍କ ସହଯୋଗ ମିଳିବ। ଘରର ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।

କର୍କଟ: ଅଟକିଥିବା କାମ ପୂରା ହେବ। ନିଜର ଦକ୍ଷତାକୁ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ପାରିବାରିକ ଜୀବନ ସୁଖଦ ହେବ।

ସିଂହ: କାର୍ଯ୍ୟସ୍ଥଳରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଲଭ୍‌ମେଟସ୍‌ଙ୍କ ସମ୍ପର୍କ ସୁଦୃଢ଼ ହେବ।

କନ୍ୟା: ପରିବାର ଲୋକଙ୍କ ସହିତ ଦର୍ଶନ ପାଇଁ ମନ୍ଦିର ଯିବେ। ଆପଣଙ୍କୁ ଆଜି ଧନଲାଭ ହେବ। ପସନ୍ଦର କମ୍ପାନୀରେ ଚାକିରି ମିଳିପାରେ।

ତୁଳା: ଦାମ୍ପତ୍ୟ ଜୀବନରେ ସମସ୍ୟା ଦୂର ହେବ। ଆପଣଙ୍କ କାମ ପୂରା ହେବାରେ ଅଧିକ ସମୟ ଲାଗିବ। ଲେଣଦେଣଠାରୁ ଦୂରେଇ ରୁହନ୍ତୁ।

ବିଛା: ପରିବାର ଏବଂ କାମ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ। ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଙ୍କୁ ଚାକିରି ପାଇଁ ବଡ଼ ଅଫର୍‌ ମିଳିବ।

ଧନୁ: କ୍ୟାରିୟର କ୍ଷେତ୍ରରେ ବଡ଼ ସଫଳତା ପାଇବେ। କାର୍ଯ୍ୟକ୍ଷେତ୍ରରେ ଧନଲାଭ ହେବ। ପରିବାରେ ଖୁସିର ମାହୋଲ ରହିବ।

ମକର: ଆଜିର ଦିନ ହର୍ଷ ଉଲ୍ଲାସରେ ଭରି ରହିବ। ନିଜ ଲୋକଙ୍କଠାରୁ ବହୁତ ଭଲ ପାଇବା ମିଳିବ। ନିଜକୁ ଫିଟ୍‌ ଅନୁଭବ କରିବେ।

କୁମ୍ଭ: ଘରର ବାତାବରଣ ସୁଖମୟ ରହିବ। ହଠାତ୍‌ ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ଖୁସିରେ ଭରିଯିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

ମୀନ: ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ। କୌଣସି ରଚନାତ୍ମକ କାର୍ଯ୍ୟରେ ମନ ଲଗାଇବେ। ଲଭ୍‌ମେଟ୍ସ ଡିନର ପାଇଁ ପ୍ଲାନ୍‌ କରିବେ।