ମେଷ: ଆତ୍ମବିଶ୍ୱାସ ଭରପୂର ରହିବ । ଖର୍ଚ୍ଚ ବୃଦ୍ଧି ପାଇବ । ମନରେ ନକାରାତ୍ମକ ପ୍ରଭାବ ପଡ଼ିବ । ପରିବାରରୁ ସମର୍ଥନ ପାଇବେ । ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ ।
ବୃଷ: ମନ ଖୁସି ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଅଧିକ ପରିଶ୍ରମୀ ହେବେ । ପୁରୁଣା ବନ୍ଧୁ ଘରକୁ ଆସି ପାରନ୍ତି । ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ । ଆୟ ବୃଦ୍ଧି ପାଇବ ।
ମିଥୁନ: ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ଅଧିକ କଠିନ ପରିଶ୍ରମ କରିବେ । ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ ।
କର୍କଟ: ଜଣେ ବନ୍ଧୁଙ୍କ ସାହାଯ୍ୟ ପାଇବେ । ଆୟ ବୃଦ୍ଧି ପାଇବ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ସନ୍ତାନ ସୁଖ ପାଇବେ । ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।
ସିଂହ: ମନରେ ଆତ୍ମବିଶ୍ୱାସ ରହିବ । ଅଫିସ୍ରେ ଅଧିକାରୀଙ୍କ ସହଯୋଗ ମିଳିବ । କଠିନ ପରିଶ୍ରମ କରିବେ । ଆୟ ବୃଦ୍ଧି ପାଇବ । ସାଙ୍ଗମାନଙ୍କ ସମର୍ଥନ ପାଇବେ ।
କନ୍ୟା: ମନ ଖୁସି ରହିବ । ବାହନ ସୁଖ ବଢ଼ିବ । ପରିବାର ସହିତ ସମୟ ବିତାଇବେ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ସଙ୍ଗୀତ ପ୍ରତି ଆକୃଷ୍ଟ ହେବେ ।
ତୁଳା: ମନରେ ଆଶା ଓ ନିରାଶାର ଭାବ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଭାଇ ଓ ଭଉଣୀଙ୍କଠାରୁ ସମର୍ଥନ ପାଇବେ । ଜୀବନସାଥୀଙ୍କ ସମର୍ଥନ ପାଇବେ ।
ବିଛା: ମନରେ ଅତ୍ୟଧିକ କ୍ରୋଧ ରହିବ । ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ବଦଳିପାରେ । ପ୍ରଗତିର ରାସ୍ତା ଖୋଲିବ । ରୋଜଗାର ବଢ଼ିବ । ସମ୍ପର୍କରେ ମଧୁରତା ରହିବ ।
ଧନୁ: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ । ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ମାନସିକ ଶାନ୍ତି ରହିବ । ନିଜ ଖାଦ୍ୟପେୟକୁ ନେଇ ସଚେତନ ରୁହନ୍ତୁ ।
ମକର: ମନ ଶାନ୍ତି ରହିବ । ସନ୍ତାନ ସୁଖ ବଢ଼ିପାରେ । ପାରିବାରିକ ପରିବେଶ ଭଲ ରହିବ । ସାଙ୍ଗମାନଙ୍କ ସମର୍ଥନ ପାଇବେ । ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ । ମାନସିକ ଶାନ୍ତି ରହିବ ।
କୁମ୍ଭ: ଅଧ୍ୟୟନ ପ୍ରତି ଆଗ୍ରହୀ ହେବେ । ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ । ଦାମ୍ପତ୍ୟ ସୁଖ ବଢ଼ିବ । ଖର୍ଚ୍ଚ ଅଧିକ ରହିବ । ଲାଭ ସ୍ଥିତି ସୃଷ୍ଟି ହୋଇପାରେ ।
ମୀନ: ଆତ୍ମବିଶ୍ୱାସ ଭରପୂର ରହିବ । ମନ ଖୁସି ରହିବ । ଅଧିକ କଠିନ ପରିଶ୍ରମ କରିବେ । ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି । ମନରେ ଶାନ୍ତି ଓ ଖୁସିର ଭବନା ରହିବ ।