ରାଶିଫଳ

ଆଜିର ରାଶିଫଳ: ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ, ଆର୍ଥିକ ସ୍ଥିତି ଦୃଢ଼ ହେବ

ମେଷ: ଆଜିର ଦିନ ଠିକ୍‌ଠାକ୍‌ ରହିବ। ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ରହିପାରନ୍ତି। ହଠାତ୍‌ କୌଣସି ଖୁସି ଖବର ମିଳିପାରେ।

ବୃଷ: ଆପଣଙ୍କ ଦିନ ଉତ୍ସାହରେ ଭରି ରହିବ। ଆପଣଙ୍କର କେହି ନୂଆ ବନ୍ଧୁ ହୋଇପାରନ୍ତି। ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ହେବ।

ମିଥୁନ: ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ। ଲୋକେ ଆପଣଙ୍କ ବ୍ୟବହାରରେ ପ୍ରଭାବିତ ହେବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସମୟ ବିତାଇବେ।

କର୍କଟ: ଆଜି ଆପଣଙ୍କ ଦିନ ଭଲ ରହିବ। ଅଫିସ୍‌ କାମରେ ଅନେକ ଚ୍ୟାଲେଞ୍ଜ ଆସିପାରେ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କୁ ଫାଇଦା ଦେଇପାରେ।

ସିଂହ: ଆଜି ଆପଣଙ୍କ ଦିନ ଖୁସିରେ ଭରି ରହିବ। ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମିଳିପାରେ। ନୂଆ ସ୍ରୋତରୁ ଧନ ପ୍ରାପ୍ତି ହୋଇପାରେ।

କନ୍ୟା: ଆଜିର ଦିନ ବ୍ୟସ୍ତତାରେ କଟିବ। ମା’, ବାପା ନିଜ ପିଲାମାନଙ୍କ ସହିତ ସମୟ ବିତାଇବେ। ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଉଚିତ୍‌।

ତୁଳା: ଆଜିର ଦିନ ବଢ଼ିଆ ରହିବ। ଆପଣ ଯେଉଁ ବି କାମ କରିବାକୁ ଚାହିଁବେ, ତାହା ସହଜରେ ପୂରା ହେବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ।

ବିଛା: ଆଜି ଆପଣଙ୍କର କୌଣସି ବଡ଼ କାମ ପିଲାଙ୍କ ସହାୟତାରେ ପୂରା ହେବ। ଛାତ୍ରମାନଙ୍କର ପାଠପଢ଼ା ପ୍ରତି ମନ ବଳିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ: ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ। କୌଣସି ବି କାମ ଆରମ୍ଭ କରିବା ପୂର୍ବରୁ ବଡ଼ମାନଙ୍କର ପରାମର୍ଶ ନେବା ଜରୁରୀ।  ଆର୍ଥିକ ସ୍ଥିତି ଭଲ ରହିବ।

ମକର: ଆଜି ମହିଳା ଘର କାମରେ ବ୍ୟସ୍ତ ରହିବେ। ନିଜର ଖର୍ଚ୍ଚକୁ ନେଇ ଚିନ୍ତାରେ ବୁଡ଼ି ରହିବେ। ଲୋକଙ୍କୁ ଆପଣଙ୍କ କଥା ବୁଝିବାରେ ସମସ୍ୟା ହେବ।

କୁମ୍ଭ: ଆଜି ଆପଣଙ୍କ ଦିନ ଭଲ ରହିବ। ଆପଣଙ୍କୁ ଘରର କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ। ଧନ ମାମଲାରେ ସ୍ଥିତି ଠିକ୍‌ ରହିବ।

ମୀନ: ଆପଣଙ୍କ ଦିନ ବଢ଼ିଆ ରହିବ। ଆପଣଙ୍କର ସମସ୍ତ କାମ ଇଚ୍ଛା ଅନୁସାରେ ପୂରଣ ହେବ। ଘରେ ପିଲାମାନଙ୍କ ସହିତ ଖୁସିର ସମୟ ବିତାଇବେ।

Roshni

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

3 seconds ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

9 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

12 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

46 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

48 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago