ଜାଣନ୍ତୁ ଭାଗ୍ୟଫଳ: ଆଜି ଏହି ରାଶିଙ୍କ ଜୀବନ ହେବ ସୁଖମୟ
ମନ ଅଶାନ୍ତ ରହିବ। ଆତ୍ମସଂଯତ ରୁହନ୍ତୁ। ଅଯଥା ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ବାପାଙ୍କ ସହଯୋଗ ପାଇବେ। ଜୀବନ ସୁଖମୟ ହେବ। ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ। ବସ୍ତ୍ର ଉପହାର ମିଳିପାରେ।
ମେଷ: ମନ ଅଶାନ୍ତ ରହିବ। ଆତ୍ମସଂଯତ ରୁହନ୍ତୁ। ଅଯଥା ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ବାପାଙ୍କ ସହଯୋଗ ପାଇବେ। ଜୀବନ ସୁଖମୟ ହେବ।
ବୃଷ: ଘର, ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ବସ୍ତ୍ର ଉପହାର ମିଳିପାରେ। ପାରିବାରିକ ଜୀବନ କଷ୍ଟମୟ ହୋଇପାରେ।
ମିଥୁନ: ଆତ୍ମବିଶ୍ୱାସରେ ଅଭାବ ରହିବ। ମନ ଚିନ୍ତିତ ହୋଇପାରେ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଶତ୍ରୁ ଉପରେ ବିଜୟ ପ୍ରାପ୍ତ ହେବ।
କର୍କଟ: ଶୈକ୍ଷିକ କାର୍ଯ୍ୟରେ ମନ ଲାଗିବ। ମାନ, ସମ୍ମାନ ପ୍ରାପ୍ତି ହେବ। ବିଦେଶ ଯାତ୍ରାର ଅବସର ମିଳିପାରେ। ପୁରୁଷ ସାଙ୍ଗଙ୍କୁ ଭେଟି ପାରନ୍ତି।
ସିଂହ: ବାଣୀରେ ମଧୁରତା ରହିବ। ଉନ୍ନତିର ଅବସର ମିଳିପାରେ। ମିତ୍ରଙ୍କ ସହଯୋଗ ମିଳିବ। ବସ୍ତ୍ର, ଉପହାର ପ୍ରାପ୍ତ ହୋଇପାରେ। ଯଶ ବଢ଼ିବ।
କନ୍ୟା: ମନରେ ଶାନ୍ତି ଏବଂ ପ୍ରସନ୍ନତା ରହିବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ସୁସ୍ୱାଦୁ ଖାଦ୍ୟପେୟରେ ରୁଚି ବଢ଼ିପାରେ। ପାରିବାରିକ ଜୀବନ କଷ୍ଟମୟ ହେବ।
ତୁଳା: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯିବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ। ସଂଯତ ରୁହନ୍ତୁ।
ବିଛା: ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ମା’, ବାପାଙ୍କ ସାଥ୍ ମିଳିବ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ।
ଧନୁ: ଆତ୍ମବିଶ୍ୱାସ ଭରପୂର ରହିବ। ଚାକିରିରେ ଉନ୍ନତି କରିବେ। ମାନ, ସମ୍ମାନ ବଢ଼ିବ। ଆୟ ବଢ଼ିବ। ଆତ୍ମସଂଯତ ରୁହନ୍ତୁ। କ୍ରୋଧଠାରୁ ଦୂରେଇ ରୁହନ୍ତୁ।
ମକର: କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ବ୍ୟବସାୟରେ ସୁଧାର ହେବ। ଯାତ୍ରା ଯୋଗ ରହିଛି। ମିଠା ଖାଦ୍ୟ ପ୍ରତି ରୁଚି ବଢ଼ିବ। ବସ୍ତ୍ର ପାଇଁ ଖର୍ଚ୍ଚ କରିବେ।
କୁମ୍ଭ: ପରିବାରରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରନ୍ତୁ। ବାପାଙ୍କ ସାଥ୍ ମିଳିବ। ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଧର୍ମ ପ୍ରତି ଶ୍ରଦ୍ଧାଭାବ ବଢ଼ିବ।
ମୀନ: ପାରିବାରିକ ଦାୟିତ୍ୱ ବଢ଼ିପାରେ। ଅଟକିଥିବା ଧନ ପ୍ରାପ୍ତ ହେବ। ପରିଶ୍ରମ ଅଧିକ କରିବେ। ଯାତ୍ରା ଖର୍ଚ୍ଚ ବଢ଼ିପାରେ। ପୁରୁଣା ସାଙ୍ଗ ଦେଖାହେବେ।