ରାଶିଫଳ

ଆଜିର ରାଶିଫଳ: ଏହି ରାଶିର ଲୋକଙ୍କର ହଠାତ୍ ନୂଆ ଉତ୍ସରୁ ଧନ ମିଳିବ, ଘର ହସଖୁସିରେ ପୂରି ଉଠିବ

ମେଷ: ଆଜି ଆପଣଙ୍କ ଦିନ ଭଲରେ କଟିବ। ଅଫିସ୍ କାର୍ଯ୍ୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ଧୌର୍ଯ୍ୟ ରଖନ୍ତୁ। ଠିକ୍ ସମୟରେ କାର୍ଯ୍ୟ ଶେଷ ହେବ।

ବୃଷ: ଆଜି ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସାଥ୍‌ ଦେବ, ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଆଜି କାମରେ ମନ ଲାଗିବ।

ମିଥୁନ: ମିଥୁନ ରାଶି ବ୍ୟବସାୟରେ ହେଳା କରନ୍ତୁ ନାହିଁ। ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନଙ୍କ ପାଇଁ ଆଜିର ଦିନ ବଢ଼ିଆ ବିତିବ।

କର୍କଟ: ଆର୍ଥିକ ରୂପେ ଆଜି ଆପଣଙ୍କ ପାଇଁ ବହୁତ ଭଲ ହେବ। ବ୍ୟବସାୟୀମାନେ ଭଲ ପରିଣାମ ପ୍ରାପ୍ତ କରିବେ। ସାମାଜିକ ଲୋକପ୍ରିୟତା ହାସଲ କରିବେ।

ସିଂହ: ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ। ଆପଣଙ୍କୁ କୌଣସି ମାନରେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମିଳିପାରେ। ପରିବାର ସହିତ ମୁଭିର ପ୍ଲାନ୍‌ କରିପାରନ୍ତି।

କନ୍ୟା: ଚାକିରି ଏବଂ ବ୍ୟବସାୟ ପାଇଁ ଏହା ଏକ ଭଲ ସମୟ। ଆପଣଙ୍କ ଉପଲବ୍ଧି ପାଇଁ ଉଚିତ୍‌ ପୁରସ୍କାର ପ୍ରାପ୍ତ ହୋଇପାରେ। ଆପଣଙ୍କ ଛବି ଉନ୍ନତ ହେବ।

ତୁଳା: ଆଜି ଆପଣଙ୍କୁ ପୁରୁଣା କରଜରୁ ମୁକ୍ତି ମିଳିବ। ଭାଗ୍ୟ ଉପରେ ନୁହେଁ, କଠିନ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ। ମନେ ରଖନ୍ତୁ, ଧୌର୍ଯ୍ୟ ସହିତ ଆପଣ ସବୁକିଛି ଜିତିପାରିବେ।

ବିଛା: ଆଜି ଆପଣଙ୍କ ଦିନ ଭଲ ରହିବ। ପାରିବାରିକ ସମ୍ପର୍କ ମଜବୁତ ହେବ। ସାମାନ୍ୟ ପରିଶ୍ରମ କରି ଆପଣ ନିଜର ଲକ୍ଷ୍ୟକୁ ସହଜରେ ହାସଲ କରିପାରିବେ।

ଧନୁ: ଯଦି ପରୀକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ଆପଣ ଚାକିରି ଖୋଜୁଛନ୍ତି, ତେବେ ଜିନିଷ ଆପଣଙ୍କ ସପକ୍ଷରେ ରହିବ। ଚାକିରିରେ ଥିବା ବ୍ୟକ୍ତିମାନେ ନିଜକୁ ସଫଳତାର ସିଡ଼ିରେ ପାଇବେ।

ମକର: ଆଜିର ଦିନ ଆପଣଙ୍କ ପାଇଁ ଖୁସିର ଦିନ ହେବ। ଆଜି ବ୍ୟବସାୟରେ ଆପଣଙ୍କୁ ବଡ଼ ଫାଇଦା ହୋଇପାରେ। ଆଜି ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ସତର୍କ ରହିବାକୁ ପଡିବ।

କୁମ୍ଭ: ଆଜି ଆପଣଙ୍କ ଯାତ୍ରା ସୁଖଦ ରହିବ। ଆପଣ ଅଧିକ ଖାଇବାଠାରୁ ଦୂରେଇ ରୁହନ୍ତୁ। ହଠାତ୍ ନୂଆ ଉତ୍ସରୁ ଧନ ମିଳିବ। ଘରୋଇ ଜିନିଷଗୁଡ଼ିକରେ ବୃଦ୍ଧି ଘଟିବ।

ମୀନ: ଘରୋଇ କାମର ବୋଝ ଏବଂ ଟଙ୍କା-ପଇସାକୁ ନେଇ ଚିନ୍ତା ଆଜି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି କରିପାରେ। ପ୍ରେମ ମାମଲାରେ ଶୀଘ୍ର ପଦକ୍ଷେପ ନିଅନ୍ତୁ ନାହିଁ।

 

Niharanjan

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

5 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

50 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

56 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago