ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
କଣ୍ଟାବାଞ୍ଝି : ମୁରିବାହାଲ ଥାନା ଗଁରେଇ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହିତା ମହିଳାଙ୍କ ମୃତ ଦେହ ଘରୁ ଉଦ୍ଧାର ହୋଇଛି । ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବାରୁ ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ମୁରିବାହାଲ ପୋଲିସ ।
ଅଟକ ସ୍ବାମୀ ହେଲେ ସନ୍ୟାସି ମଲ୍ଲିକ । ମୃତ ମହିଳାଙ୍କ ନା କୁନି ମଲ୍ଲିକ ବୋଲି ଜଣାପଡିଛି । ବିଭିନ୍ନ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ…
Read More...