ଲଉଡ଼ି ଖେଳରେ ମାଷ୍ଟର ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଖେଳରେ ସମସ୍ତେ ଝୁମିଲେ
ପାରାଦୀପ (କେନ୍ୟୁଜ୍ ଓଡ଼ିଶା): ନିର୍ବାଚନ ଆସିଲେ ସାଧାରଣତଃ ନେତାମାନେ ଖୁବ୍ ପାଖେଇ ଆସନ୍ତି ଜନତାଙ୍କର । ଏକାଥରେ ଗୋଟାପଣେ ହୋଇ ଯାଆନ୍ତି । ନିଜ ଭିତରେ ରହିଥିବା କଳା ମନକୁ ମନ ପଦାକୁ ବାହାରି ଆସିଥାଏ । କେଉଁଠି ନେତା ଗୀତ ଗାଇ ଭୋଟରଙ୍କୁ ଆକୃଷ୍ଟ କରିଥାନ୍ତି ତ ଆଉ କେଉଁଠି ସେମାନଙ୍କ ସହ ନାଚ ଗୀତରେ ସାମିଲ ହୋଇ ନାଚିଥାନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ଠାରେ ।…
Read More...