ଲୋକଙ୍କ ହାବୁଡରେ ପଡିଛି ଗୁଳି ଫୁଟା ଅଭିଯୁକ୍ତ, ଛାତିକୁ କରିଛି ଗୁଳି ମାଡ
କଣ୍ଟାମାଳ (କେନ୍ୟୁଜ) : ଲୋକଙ୍କ ହାବୁଡରେ ପଡିଛି ଗୁଳି ଫୁଟା ଅଭିଯୁକ୍ତ । ଏ ଯେଉଁ ଯୁବକଟିକୁ ଆପଣ ଦେଖୁଛନ୍ତି ଏ କେଉଁ ସରଳ ବ୍ୟକ୍ତି ନୁହେଁ ଆଜ୍ଞା । ୟା ଅବସ୍ଥା ଏପରି ଦେଖି ଆପଣଙ୍କୁ ୟା ଉପରେ ଦୟା ଲାଗୁଥାଇପାରେ । ହେଲେ ଇଏ ଯେଉଁ କାମ କରିଛି ତାକୁ ଜାଣିଲେ ଆପଣଙ୍କୁ ବି ତାକୁ ମାରିବାକୁ ଇଚ୍ଛା ହେବ ।
ହଁ ଆଜ୍ଞା ଏ ଯୁବକ ଅତି ନିକଟରୁ ଜଣଙ୍କୁ ଗୁଳି ମାଡ କରିଛି । ତାହା ପୁଣି ଉକ୍ତ ବ୍ୟକ୍ତିଙ୍କ ଛାତିକୁ । ଯିଏ କି…
Read More...